"ଗୌତମ ବୁଦ୍ଧ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Wikipedia python library |
|||
୩୭ କ ଧାଡ଼ି:
ଗୌତ୍ତମ ବୁଦ୍ଧ [[ବୌଦ୍ଧ ଧର୍ମ]]ର ପ୍ରତିଷ୍ଠାତା ।<ref>http://webspace.ship.edu/cgboer/buddhaintro.html</ref> ସେ ଖ୍ରୀ. ପୂ ୫୬୭ (ମତାନ୍ତର) ରେ ହିମାଳୟର ପାଦଦେଶରେ ଅବସ୍ତିତ କପିଳବାସ୍ତୁ ନିକଟବର୍ତ୍ତୀ [[ଲୁମ୍ବିନୀ]] ଉପବନରେ ଜନ୍ମ ଗ୍ରହଣ କରିଥିଲେ । [[କପିଳାବାସ୍ତୁ]] ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତ୍ତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ ।<ref>http://www.buddhanet.net/e-learning/buddhistworld/buddha.htm</ref> ତାଙ୍କର ମାତାନକ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କ ଦ୍ଵାରା ପରିପାଳିତ ହୋଇ ଥିଲେ । <ref>http://buddhism.about.com/od/lifeofthebuddha/a/buddhalife.htm</ref> ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲେ । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ଵେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା । <ref>http://www.thewildrose.net/the_buddha.html</ref>
== କିମ୍ବଦନ୍ତୀ ==
କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ ,ବାର୍ଦ୍ଧକ୍ୟ,ରୋଗ,ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଖଃରେ ଅଭିଭୂତ
== [[ବୌଦ୍ଧ ଧର୍ମ]] ==
|