"ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
ଆକାଶବାଣୀ ହେଉଛି ଭାରତର ସର୍ବ-ସାଧାରଣ ଇଲେକ୍ଟ୍ରୋନିକ ଶ୍ରାବ୍ୟ ମାଧ୍ୟମ। ସମଗ୍ର ଦେଶରେ ବର୍ତ୍ତମାନ 400 ରୁ ଉର୍ଦ୍ଧ୍ଵ ଆକାଶବାଣୀ କେନ୍ଦ୍ର ରହିଛି। ସେଗୁଡ଼ିକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ରାଷ୍ଟ୍ରୀୟ ପ୍ରସାରଣ, ପ୍ରାନ୍ତୀୟ ପ୍ରସାରଣ ତଥା ଏଫ ଏମ ପ୍ରସାରଣ ସେବା। ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଉଥାଏ। ଆନ୍ଧ୍ରରେ ତେଲୁଗୁ, ପଶ୍ଚିମବଙ୍ଗରେ ବେଙ୍ଗଲୀ, ମହାରାଷ୍ଟ୍ରରେ ମରାଠୀ, ଗୁଜରାଟରେ ଗୁଜରାଟୀ ଭଳି ଭାଷାରେ ପ୍ରସାରଣ ହେଉଥିବା ବେଳେ ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରସାରଣ କରାଯାଉଥାଏ। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 13ଟି ରେଡ଼ିଓ ଷ୍ଟେସନ ରହିଛି। କଟକ ଠାରେ ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି - ଯାହାକୁ କେପିଟାଲ ଷ୍ଟେସନ ବୋଲି ମଧ୍ୟ କୁହାଯାଏ। ସମଗ୍ର ରାଜ୍ୟ ପାଇଁ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଏହିଠାରୁ କରାଯାଏ। ଏହାଛଡ଼ା ସମ୍ବଲପୁର ଏବଂ ଜଯପୁରରେ ମଧ୍ୟ ରିଜିଓନାଲ ବା ପ୍ରାଇମାରୀ ଚାନେଲ ରହିଛି। କଟକ ଠାରେ 1948ରେ ଏହି କେନ୍ଦ୍ର ସ୍ଥାପିତ ହେଇଥିବା ବେଳେ ସମ୍ବଲପୁର ଓ ଜୟପୁରରେ ଏହା 1963 ତଥା 1964 ମସିହାରେ ସ୍ଥାପିତ ହୋଇଛି। ସମ୍ବଲପୁର କେନ୍ଦ୍ର ଓଡ଼ିଆ ଛଡ଼ା ସମ୍ବଲପୁର ଅଞ୍ଚଳର ଭାଷାରେ ମଧ୍ୟ ପ୍ରସାରଣ କରିଥାଏ। ଆକାଶବାଣୀ ଜଯପୁର କେନ୍ଦ୍ର ଓଡ଼ିଆ ଛଡ଼ା ଦେଶିଆ, କନ୍ଧ ତଥା ସଉରା ଭାଷାରେ ମଧ୍ୟ ପ୍ରସାରଣ କରିଥାଏ। ଓଡ଼ିଶାର ବଲାଙ୍ଗୀର, ବ୍ରହ୍ମପୁର, ବାରିପଦା, ଭବାନୀପାଟଣା, ପୁରୀ, ଜରୋନ୍ଦା, କେଉଁଝର ଓ ରାଉରକେଲା ଠାରେ ମଧ୍ୟ ଆକାଶବାଣୀର କେନ୍ଦ୍ରମାନ ଖୋଲାଯାଇଛି।
{{Infobox broadcasting network
|name = All India Radio<br />आकाशवाणी
Line ୪୪ ⟶ ୪୩:
|footnotes =
}}