"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୩୨ କ ଧାଡ଼ି:
 
== ଶିକ୍ଷା ଓ ଜୀବନ ==
ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡିଶାରେଓଡ଼ିଶାରେ ପ୍ରଥମ ହୋଇଆସିଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ [[ଦର୍ଶନ ଶାସ୍ତ୍ର]] ଓ ଆଇନ ପାଠ୍ୟକ୍ରମରେ [[କଲିକତା ବିଶ୍ୱବିଦ୍ୟାଳୟ]]ରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା, ତେବେ ସେ ତାହାକୁ ଗ୍ରହଣ ନକରି [[ସତ୍ୟବାଦୀ ବନ ବିଦ୍ୟାଳୟ]]ର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।<ref>{{cite web |url= http://independent.academia.edu/KrishanShri/Papers/623017/An_experiment_in_nationalist_education_Satyavadi_school_in_Orissa_1909-1926_ |title=An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu |work=academia.edu |year=2012 |quote=Nilakantha Das (1884-1967) joined the school in October1911 after completion of postgraduation in philosophy |accessdate=20 June 2012}}</ref>
 
== ରଚନାବଳୀ ==
୪୪ କ ଧାଡ଼ି:
=== ପ୍ରବନ୍ଧ ===
* ଆର୍ଯ୍ୟ ଜୀବନ
* ଓଡିଆଓଡ଼ିଆ ସାହିତ୍ୟର କ୍ରମ ପରିଣମ
* ଶ୍ରୀମଦ ଭଗବତଗୀତାର ଭୂମିକା
* ଓଡିଆଓଡ଼ିଆ ଭାଷା ଓ ସାହିତ୍ୟ
* ସଂସ୍କୃତି ଓ ସଂସ୍କୃତି