"ଆଲୋଚନା:ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୦ କ ଧାଡ଼ି:
:::: ଯଦି ପ୍ରସଙ୍ଗର ନାମ ପରିବର୍ତ୍ତନର ପ୍ରସ୍ତାବ ଆସିଛି, ତେବେ '''ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ''' ରଖିଲେ ଭଲ ହେବ । ଭାରତୀୟ ସମ୍ବିଧାନର ଶିରୋନାମା ମୋତେ ଠିକ୍‌ ଲାଗୁନାହିଁ, ଯେହେତୁ ତାହା ଏକ ବୃହତ୍‌ ପ୍ରସଙ୍ଗ ଏବଂ ଏହି ପ୍ରସଙ୍ଗଟି ଏକ ଉପକ୍ରମଣିକା ଭାବେ ମୁଁ ଲେଖିଥିଲି । --[[ବ୍ୟବହାରକାରୀ:Gorvachove|Gorvachove]] ([[ବ୍ୟବହାରକାରୀଙ୍କ ଆଲୋଚନା:Gorvachove|ମୋ ଆଲୋଚନା]]) ୧୬:୦୮, ୧୨ ମାର୍ଚ୍ଚ ୨୦୧୪ (UTC)
::::: ତେବେ ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାର ନାମ କଣ? ଯଦି ସେଇ ଏକା ଲେଖା ତାହେଲେ ଏହା '''ଭାରତୀୟ ସମ୍ବିଧାନ''' ଭିତରେ ଆସିବ । କାରଣ ସମ୍ବିଧାନ ବାବଦରେ ଆଉଗୋଟେ ଲେଖା ରହିଲେ ବି ଏ ଲେଖାର ସବୁ ତ‌ଥ୍ୟ ସେଥିରେ ର‌ହିବ । ତେଣୁ ଏଇଟି ମୁଖ୍ୟ ଲେଖା '''ଭାରତୀୟ ସମ୍ବିଧାନ''' ସ‌ହିତ ମିଶାଇଦେଲେ ଭଲ ହେବ ।--[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|ମୋ ସଙ୍ଗେ ଆଲୋଚନା କରନ୍ତୁ]]</sup> ୧୮:୫୩, ୧୨ ମାର୍ଚ୍ଚ ୨୦୧୪ (UTC)
:::::: ଇଂରାଜୀ ଉଇକିପିଡ଼ିଆରେ ଏହି ପ୍ରସଙ୍ଗ ଭଳି ବିସ୍ତାର ଭାବେ କୌଣସି ପ୍ରସଙ୍ଗ ନାହିଁ । ଇଂରାଜୀ ଉଇକିରେ ମୁଖବନ୍ଧ(Preamble), ନାଗରିକତା (Citizenship), ମୌଳିକ ଅଧିକାର(Fundamental Rights)ଇତ୍ୟାଦି ଭାବେ ସମ୍ବିଧାନର ବିଭିନ୍ନ ପରିଚ୍ଛେଦର ଅଲଗା ପ୍ରସଙ୍ଗ ରହିଛି । କିନ୍ତୁ ଯଦି ସମସ୍ତଙ୍କର ମତ merging ପାଇଁ, ମୋର କୌଣସି ଅସୁବିଧା ନାହିଁ । --[[ବ୍ୟବହାରକାରୀ:Gorvachove|Gorvachove]] ([[ବ୍ୟବହାରକାରୀଙ୍କ ଆଲୋଚନା:Gorvachove|ମୋ ଆଲୋଚନା]]) ୧୯:୫୩, ୧୨ ମାର୍ଚ୍ଚ ୨୦୧୪ (UTC)
Return to "ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" page.