"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଲଗ୍ନ: ୤ = ।
୨୯ କ ଧାଡ଼ି:
 
== ଲଗ୍ନ ==
ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ୤ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା୤<ref>{{cite web |url= http://www.nuakhai.org/about_the_festival.htm |title=About the Festival of Nuakhai – The Ethnic Harvesting Festival of Orissa state in India. Genesis, history and socio cultural heritage behind Nuakhai or Nabanna by Oriya people |first= |last={{err|{{AUTHOR MISSING}}}} |work=nuakhai.org |year=2010 [last update] |quote=NUAKHAI in each of these states was being observed according to the “State Almanac”. There was no common day for this culturally contiguous vast area in Western Orissa. |accessdate=25 September 2012}}</ref>
 
ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ଵର୍ଗତ [[ବିଜୁ ପଟ୍ଟନାୟକ]] ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ୤<ref>{{cite web |url= http://orissa.gov.in/e-magazine/Orissareview/sept-oct2007/engpdf/Pages43-51.pdf|title=Nuakhai : An Epitome of the Great Tradition of India|first= Dr. Chitrasen|last= Pasayat| year=2007 |quote=Nuakhai now being observed on the fifth day of the second fortnight of Bhadrava, was unquestionably given a new look of homogeneity and uniformity by the then Biju Patnaik Government in 1991|accessdate=25 September 2012}}</ref>
ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ [[ଗଣେଶ ପୂଜା]]ର ପରଦିନ ଅର୍ଥାତ [[ପଞ୍ଚମୀ|ଋଷି ପଞ୍ଚମୀ]] ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି୤ଆସୁଛି ।
 
[[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି ଜିଲ୍ଲାର]] ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । <ref>{{cite web |url= http://newindianexpress.com/states/odisha/article1086840.ece?service=print |title=A different celebration in Kalahandi |first= Uma Shankar |last= Kar|work=newindianexpress.com |year=2012 |quote=However, in Bhawanipatna, Jaipatna, Madanpur Rampur, Lanjigarh and Thuamul Rampur areas, it is celebrated on ‘Bhadraba Shukla Dashami’ which falls on September 25. |accessdate=25 September 2012}}</ref>
 
ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି୤ରହିଅଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ୤ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି୤
 
== ଅଞ୍ଚଳ ==
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି