"ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
{{Infobox award
|name= ନୋବେଲ ପୁରସ୍କାର
|image= Nobel prize winnerPrize.svgpng
|alt= A golden medallion with an embossed image of Alfred Nobel facing left in profile. To the left of the man is the text "ALFR•" then "NOBEL", and on the right, the text (smaller) "NAT•" then "MDCCCXXXIII" above, followed by (smaller) "OB•" then "MDCCCXCVI" below.
|description= ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ପ୍ରତିଭାଶାଳୀ ଯୋଗ୍ୟ ବିବେଚିତ ବ୍ୟକ୍ତି
|presenter= [[ସ୍ଵେଦିଶ ଏକାଡେମି]]<br />[[ରୋୟାଲ ସ୍ଵେଦିଶ ଏକାଡେମି ଅଫ ସାଇନ୍ସ]]<br />[[କରୋଲିନ୍ସ୍କାକାରୋଲିନ୍‌ସ୍କା ଇନ୍ଷ୍ଟିଚୁଟ୍ଇନ୍‌ଷ୍ଟିଚ୍ୟୁଟ୍]] <br />[[Norwegian Nobel Committee]]
|country= [[ସ୍ଵିଡେନ]]<br />[[ନର୍ୱ୍ଏ]] (Peace Prize only)
|year= ୧୯୦୧
୧୩ କ ଧାଡ଼ି:
== ପ୍ରତିଷ୍ଠାତା ଓ ପୁରସ୍କାର ==
ଏହି ପୁରସ୍କାରର ପ୍ରତିଷ୍ଠାତା ହେଲେ ସୁଇଡିଶର [[ବୈଜ୍ଞାନିକ]] ତଥା ଡିନାମାଇଟର ଉଦ୍ଭାବକ ଡ.[[ଆଲଫ୍ରେଡ ନୋବେଲ]]। ୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କ ଦ୍ଵାରା ପ୍ରତିଷ୍ଠାତା ନୋବେଲ ଫାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡ ଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ [[ସ୍ଵିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ '''ବ୍ୟାଙ୍କ ଅଫ ସ୍ଵିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସେସ୍''' ଦ୍ଵାରା ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍,ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ। ଆଲଫ୍ରେଡ ତାଙ୍କର ସମସ୍ତ ସମ୍ପତି ଏହି ଫାଉଣ୍ଡେଶନକୁ ଦାନ କରିଯାଇଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨କୋଟି ୪୦ଲକ୍ଷ ଟଙ୍କା। ଏହି ଅର୍ଥରୁ ଯାହା ସୁଧ ମିଳେ ତାହାକୁ ନୋବେଲ ପୁରସ୍କାର ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି।<ref>http://www.nobelprize.org/nobel_prizes/about/</ref>
 
== ନୋବେଲ ପୁରସ୍କାର ଓ ଭାରତ ==
ନୋବେଲ ପୁରସ୍କାର ପାଇବାରେ [[ଭାରତ]] [[ବିଶ୍ଵ]]ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ଦେଶରେ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିଛି।[[ଭାରତ]]ରେ ପ୍ରଥମେ ୧୯୧୩ ମସିହାରେ ବିଶ୍ଵକବି [[ରବିନ୍ଦ୍ରନାଥ ଟାଗୋର]]ଙ୍କୁ ସାହିତ୍ୟରେ ତାଙ୍କର ଲେଖା '''[[ଗିତାଞ୍ଜଳୀ]]''' ପାଇଁ ମିଳିଥିଲା। ତା ପରେ [[ସି.ଭି.ରମଣ]] ବିଜ୍ଞାନ ପାଇଁ ୧୯୩୦ରେ, ଡ.[[ହରଗୋବିନ୍ଦ ଖୁରାନା]]ଙ୍କୁ ୧୯୮୬ରେ, [[ମଦର ଟେରେସା]]ଙ୍କୁ ୧୯୭୯ରେ,ପ୍ରଫେସର [[ଅମର୍ତ୍ତ୍ୟ ସେନ]] ତାଙ୍କର କଲ୍ୟାଣମୂଳକ ଅର୍ଥନୀତି ପାଇଁ ୧୯୯୮ରେ ନୋବେଲ ପୁରସ୍କାର ପାଇ [[ଭାରତ]]ର ଗୌରବ ଦ୍ଵିଗୁଣିତ କରିପାରିଛନ୍ତି।<ref>http://www.infoqueenbee.com/2009/10/list-of-indians-awarded-nobel-prize.html</ref>
 
== ଆଧାର ==
{{ଆଧାର}}
 
==ଆହୁରି ପଢ଼ନ୍ତୁ==
*{{cite book|last=Pais|first=Abraham|authorlink=Abraham Pais|title=Subtle Is the Lord: The Science and the Life of Albert Einstein|url=http://books.google.com/?id=IQibQgAACAAJ|year=1983|edition=Third|publisher=Oxford University Press|isbn=0-19-520438-7|oclc=8195995|ref=Pais69}}