"ଷଷ୍ଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨ କ ଧାଡ଼ି:
 
'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ - ଚନ୍ଦ୍ରର ଷଷ୍ଠ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] । [[ପଞ୍ଚମୀ]]ର ପରବର୍ତ୍ତୀ ଓ [[ସପ୍ତମୀ]]ର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ ।
==ପର୍ବପର୍ବାଣୀ==
 
* [[ବୈଶାଖ]] ଶୁକ୍ଳ ଷଷ୍ଠୀ: ଚାନ୍ଦନୀ ଷଷ୍ଠୀ ।
* [[ଜ୍ୟୈଷ୍ଠ]] ଶୁକ୍ଳ ଷଷ୍ଠୀ: ଆରଣ୍ୟ ଷଷ୍ଠୀ
୧୧ କ ଧାଡ଼ି:
* [[ଆଶ୍ୱିନ]] କୃଷ୍ଣ ଷଷ୍ଠୀ: ଘାଟ ଷଷ୍ଠୀ – ଗଜ ପୂଜା ।
* ଆଶ୍ୱିନ ଶୁକ୍ଳ ଷଷ୍ଠୀ: ଦୂର୍ଗା ଷଷ୍ଠୀ – ଦୂର୍ଗାଙ୍କର ଶାରଦୀୟା ମହାପୂଜାର ଅଧିବାସ ।
* [[କାର୍ତ୍ତିକ]] ଶୁକ୍ଳ ଷଷ୍ଠୀ: ନାଡ଼ୀ ଷଷ୍ଠୀ – ସ୍କନ୍ଦ ପୂଜା, [[ଛଠ ପୂଜା]]
* [[ମାର୍ଗଶୀର]] ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ପ୍ରାବରଣ ଷଷ୍ଠୀ/ ଓଢ଼ଣ ଷଷ୍ଠୀ/ ଗୁହ ଷଷ୍ଠୀ ।
: ଏହି ଦିନଠାରୁ [[ଶ୍ରୀମନ୍ଦିର]]ରେ ଘୋଡ଼ ବା ଶୀତବସ୍ତ୍ର ଲାଗି ଆରମ୍ଭ ହୁଏ ।
୨୧ କ ଧାଡ଼ି:
{{ଆଧାର}}
{{ପକ୍ଷ}}
{{ମୁଣ୍ଡିଆ}}
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢା}}
"https://or.wikipedia.org/wiki/ଷଷ୍ଠୀ"ରୁ ଅଣାଯାଇଅଛି