"ଉଇକିପିଡ଼ିଆ:ମେଳଣ/ଭୁବନେଶ୍ୱର/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
{{ଉଇକିପିଡ଼ିଆ:Meetup/Bhubaneswar/Invite}}
==ବର୍ତ୍ତମାନ ର ଖବର==
୫ମ ଭୁବନେଶ୍ଵର ଉଇକି ମେଳଣ ଆସନ୍ତା ଇଂରାଜୀ ତା ୨୨ ଜୁନ ୨୦୧୩ ରିଖ, ଶନିବାର ଦିନ ଭୁବନେଶ୍ଵର ଗୋପବନ୍ଧୁ ଛକ ସ୍ଥିତ ""କାଫେ କଫି ଡେ"" ରେ ଅପରାହ୍ନ ୪ ଟା ବେଳେ ଅନୁଷ୍ଠିତ ହବ। ଏହି ସମୟ ରେ ଭୁବନେଶ୍ଵର ରେ ଉପସ୍ଥିତ ଥିବା ସମସ୍ତ ପୁରୁଖା ଓ ନୂଆ ଉଇକିଆଳି ମାନଙ୍କୁ ଯୋଗ ଦେବାକୁ ଅନୁରୋଧ।
ଖରାପ ପାଗ ଯୋଗୁଁ ୧୪ ତାରିଖ ହବାକୁ ଥିବା ମେଳଣ ଟି ଆଗକୁ ସ୍ଥଗିତ କରାଯାଇଛି। ଦିନେ ଦୁଇଦିନ ଭିତରେ ଆଗାମୀ ତାରିଖ ଜଣାଇଦିଆଯିବ।
 
==ପୁରୁଣା ଖବର==