"ତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
{{ହିନ୍ଦୁ ଧର୍ମ}}
ଟିକେ ବନାନ ଶୁଦ୍ଧି
୨ କ ଧାଡ଼ି:
[[ଫାଇଲ:SriYantra construct.svg|thumb|right|ଶ୍ରୀ ଯନ୍ତ୍ର]]
 
'''ତନ୍ତ୍ର''' ହିନ୍ଦୁ ସମାଜରେ ପ୍ରଚଳିତ ଉପାସନା ପଦ୍ଧତିର ଏକ ଅଂଶ ବିଶେଷ । ତନ୍ତ୍ରର ଶାବ୍ଦିକ ଉଦ୍ଭବ ହେଲା '''ତନୋତି ତ୍ରାୟତି ତନ୍ତ୍ର''' (तनोति त्रायति तन्त्र) ରୁ ଯାହାର ଅଭିପ୍ରାୟ ହେଉଛି ବିସ୍ତ୍ରାରବିସ୍ତାର ଓ ମୁକ୍ତି। ଏଠାରେ ତନ୍ତ୍ର ଶବ୍ଦର ଅଭିପ୍ରାୟ ଗୂଢ଼ ସାଧନା । [[ଶିବ]] ଓ ଶକ୍ତିଙ୍କ ଉପାସନା କୁ '''ତନ୍ତ୍ର ଶାସ୍ତ୍ର''' ବୋଲି କୁହାଯାଏ। ତନ୍ତ୍ର ଶାସ୍ତ୍ର ମତରେ ଏହି ଜଗତ ହେଲା [[ଶିବ]] ଓ ଶକ୍ତିଙ୍କ ଦିବ୍ୟ ଲୀଳା । [[ହିନ୍ଦୁ]],[[ବୌଦ୍ଧ ଧର୍ମ|ବୌଦ୍ଧ]] ଓ [[ଜୈନ]] ଧର୍ମରେ ତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ ।
 
ସଂସ୍କୃତ ଶବ୍ଦ '''ତନ୍ତ୍ରର''' ଅନ୍ୟ ଏକ ଅର୍ଥ ହେଲା "ବୁଣିବା" ଅର୍ଥ ''ଅବିଛିନ୍ନତା''<ref>Norbu, p. 49</ref>)। ଏହା ପୁରାତନ ହିନ୍ଦୁ ପରମ୍ପରାର ଅଂଶ ଓ ଗୂଢ଼ ଜ୍ଞାନର ସମାହାର ଅଟେ। ତନ୍ତ୍ର [[ହିନ୍ଦୁ]], ବୋନପୋ, [[ବଉଧ|ବୌଦ୍ଧ]], ଓ[[ଜୈନ]] ଆଦି ଧର୍ମରେ ଏକ ପ୍ରତିଷ୍ଠିତ ପରମ୍ପରା। ତନ୍ତ୍ର ନାନା ଭାବରେ [[ଦକ୍ଷିଣ ଏସିଆ]], [[ଚୀନ]], [[ଜାପାନ]], [[ତିବ୍ଦତ]], [[କୋରିଆ]], [[କାମ୍ବୋଡ଼ିଆ|କାମ୍ପୁଚିଆ]], [[ବ୍ରହ୍ମଦେଶ|ବର୍ମା]], [[ଇଣ୍ଡୋନେସିଆ]] ଓ [[ମଙ୍ଗୋଲିଆ]] ଆଦି ଦେଶରେ ପରିଦୃଷ୍ଟ ହୋଇଥାଏ।<ref>White (2000), p. 7</ref>
"https://or.wikipedia.org/wiki/ତନ୍ତ୍ର"ରୁ ଅଣାଯାଇଅଛି