"ପୋଲିଓମାୟେଲାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩୧ କ ଧାଡ଼ି:
== ଇତିହାସ ==
{{main|History of poliomyelitis}}
[[ଫାଇଲ:Polio Egyptian Stele.jpg|thumb|leftright|ମିଶର ଦେଶରେ ତିଆରି ପ୍ରସ୍ତର ଖଣ୍ଡ ଉପରେ ପୋଲିଓ ରୋଗୀର ଚିତ୍ର । [[୧୮ତମ ଫାରାଓ ରାଜବଂଶ]] (ଖ୍ରୀ.ପୂ. ୧୪୦୩ ରୁ ୧୩୬୫)]]
ପ୍ରାଗ୍ଐତିହାସିକ ଯୁଗରେ ପୋଲିଓ ରୋଗର ପରିଣାମ ବିଷୟରେ ଜଣାଥିଲା । ମିଶାରୀୟ ଚିତ୍ରକଳା ଓ ଶିଳାଲେଖରେ ସରୁ ଅବୟବ ଥିବା ମଣିଷ ଓ ବାଡି ଧରିଥିବା ପିଲାର ଚିତ୍ର ଦେଖିବାକୁ ମିଳେ । ଏହି ରୋଗ ବିଷୟରେ ପ୍ରଥମ ଲେଖା ମାଇକେଲ୍ ଅଣ୍ଡରଉଡ୍ ୧୭୮୯ ମସିହାରେ ପ୍ରଥମେ ପୋଲିଓକୁ "ନିମ୍ନ ଅବୟବର ଦୁର୍ବଳତା" ଆକାରରେ ଲେଖିଥିଲେ । ଜାକୋବ ହେଇନ୍‌ଙ୍କ ଦ୍ଵାରା ୧୮୪୦ ଓ କାର୍ଲ ଓସ୍କାରଙ୍କ ଦ୍ଵାରା ୧୮୯୦ ମସିହାରେ ହେନିମେଡିନ(Heine-Medin disease.) ନାମ ଦିଆଯାଇଥିଲା । ପରେ ଏହାର ନାମ ଇନ୍‌ଫାଣ୍ଟାଇଲ୍ ପାରାଲିସିସ୍ ରଖାଗଲା । <br />
ଶିଶୁମାନଙ୍କୁ ୬ ମାସ ହେବା ପୂର୍ବରୁ ପୋଲିଓ ହେବା ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଜଣା ନ ଥିଲା । ଏହା ୬ ମାସରୁ ୪ ବର୍ଷ ବୟଷ୍କ ପିଲାମାନଙ୍କୁ ହେଉଥିଲା । ସେ କାଳର ଦରିଦ୍ର ସ୍ଵାସ୍ଥ୍ୟ ପରିବେଶ ଯୋଗୁ ଭୁତାଣୁ ସଂସ୍ପର୍ଶରେ ଆସିବା ଦ୍ଵାରା ପ୍ରାକୃତିକ ପ୍ରତିରୋଧ ସୃଷ୍ଟି ହେଉଥିଲା । ଉନବିଂଶ ଓ ବିଂଶ ଶତାବ୍ଦୀ ବେଳକୁ ଗୋଷ୍ଠି ସ୍ଵାସ୍ଥ୍ୟରକ୍ଷା, ଶୌଚ ବ୍ୟବସ୍ଥା ଓ ଉନ୍ନତ ପରିବେଶ ସୃଷ୍ଟି କରାଗଲା, ପରିଷ୍କାର ଜଳ ଯୋଗାଣ ହେଲା ଓ ଦୂଷିତ ପଦାର୍ଥ ନିଷ୍କାସନ ବନ୍ଦବୋସ୍ତ କରାଗଲା । କିନ୍ତୁ ଏହା ଫଳରେ ପ୍ରତିରୋଧ ଶକ୍ତି କମିଯାଇ ରୋଗ ସଙ୍କଟ ବୃଦ୍ଧି ପାଇଲା । <br />