"ସମୁଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୦ କ ଧାଡ଼ି:
 
==ସମୁଦ୍ରଗୁପ୍ତଙ୍କ ପ୍ରତିଭା==
ଜଣେ ସାମ୍ରାଜ୍ୟବାଦୀ ରୂପେ ନିଜର ବ୍ସାର୍ବଭୌମ କ୍ଷମତାର ଯଥାର୍ଥତା ପ୍ରତିପାଦନ କରିବା ନିମନ୍ତେ ଚନ୍ଦ୍ରଗୁପ୍ତ [[ଅଶ୍ଵମେଧ ଯଜ୍ଞ]] ସମ୍ପାଦନ କରି '''ଅଶ୍ଵମେଧ-ପରାକ୍ରମ''' ଉପାଧୀରେ ଭୂଷିତ ହୋଇଥିଲେ । ଏହାର ସ୍ମାରକୀ ରୂପେ ସେ ଅଶ୍ଵ-ଚିହ୍ନିତ ମୁଦ୍ରା ପ୍ରଚଳନ କରିଥିଲେ । ଆଉ କେତେକ ମୁଦ୍ରାରେ ସେ [[ବିଣା]] ବାଦନ କରୁଥିବାର ଦୃଶ୍ୟ ଦେଖାଯାଏ । ଏଥିରୁ ସମୁଦ୍ରଗୁପ୍ତ ଜଣେ ସଙ୍ଗୀତଜ୍ଞ ଥିବାର ଜଣାଯାଏ । ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ଥିଲେ ମଧ୍ୟ ସେ ଅନ୍ୟାନ୍ୟ ଧର୍ମ ପ୍ରତି ଉଦାର ଥିଲେ । ସମୁଦ୍ରଗୁପ୍ତ ସିଂହଳର ରାଜା ମେଘବର୍ଣ୍ଣଙ୍କୁ [[ବୋଧଗୟା]]ଠାରେ ଏକ ବୌଦ୍ଧ ବିହାର କରିବାକୁ ଅନୁମତି ଦେଇଥିଲେ । ଏଥିରୁ ତାଙ୍କର ଧର୍ମ-ସହିଷ୍ଣୁତାର ପ୍ରମାଣ ମିଳେ । <ref>http://en.wikipedia.org/wiki/Samudragupta</ref>
 
==ଆଧାର==
{{ଆଧାର}}