"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୯ କ ଧାଡ଼ି:
 
 
'''{{PAGENAME}}''' ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] ସିନେ ଅଭିନେତା
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
''{{PAGENAME}}'' [[ବାଲୁଗାଁ]], [[ଓଡ଼ିଶା]] ଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, [[ଗଞ୍ଜାମ ଜିଲା|ଗଞ୍ଜାମ]] ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, [[କେନ୍ଦୁଝର ଜିଲା|କେନ୍ଦୁଝର]] ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, [[ଦିଲ୍ଲୀ|ନୂଆଦିଲ୍ଲୀ]] ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ [[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ଅଭିନେତ୍ରୀ [[ମାମା ମିଶ୍ର]] ତାଙ୍କ ଧର୍ମପତ୍ନୀ ୤
 
== ସିନେମା ଜୀବନ ==
୧୯୯୩ ମସିହାରେ [[ଶ୍ରଦ୍ଧାଞ୍ଜଳି]] ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି [[ଓଡ଼ିଆ ସିନେମା|ଓଡ଼ିଆ]] ସିନେମାରେ ଅଭିନୟ କରିସାରିଛନ୍ତି ।
=== ଅଭିନୀତ ଓଡ଼ିଆ କଥାଚିତ୍ର ===
{| class="wikitable sortable"
|-
୭୩ କ ଧାଡ଼ି:
|}
 
== ରାଜନୈତିକ ଜୀବନ ==
ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ୤ [[ଓଡ଼ିଶା]]ର [[ବ୍ରହ୍ମପୁର (ଲୋକସଭା ନିର୍ବାଚନ ମଣ୍ଡଳି)|ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳି]]ରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି
 
== ପୁରସ୍କାର ==
* ଶ୍ରେଷ୍ଠ ଅଭିନେତା, [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧]] <ref>{{cite web |url= http://www.mbctv.co.in/viewnews.php?news_id=15179 |title=Odisha 23rd state film awards announced |first= |last= |work=mbctv.co.in |quote=Sidhanta Mohapatra was selected best actor for his film 'Eka Eka' |accessdate=16 November 2012}}</ref>
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* {{imdb name|3394756}}