"ମହମ୍ମଦ ମହସୀନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫୬ କ ଧାଡ଼ି:
}}
 
'''ମହମ୍ମଦ ମହସୀନ''' [[ଓଡ଼ିଶା]]ରେ ଜନ୍ମଗ୍ରହଣ କରିଥିବା [[ଓଡ଼ିଆ ସିନେମା ଜଗତ]]ର ଜଣେ ଜଣାଶୁଣା [[ଅଭିନେତା]] ଓ [[ଚଳଚ୍ଚିତ୍ର ନିର୍ଦ୍ଦେଶକ|ନିର୍ଦ୍ଦେଶକ]]
[[ମୁମ୍ବାଇ]]ରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହମ୍ମଦ ମହସୀନ [[ଓଡ଼ିଶା]]କୁ ଫେରି [[ପ୍ରଶାନ୍ତ ନନ୍ଦ]]ଙ୍କ ସହଯୋଗୀ ଭାବେ [[ଶେଷ ଶ୍ରାବଣ]], [[ବଳିଦାନ]], [[ମା ଓ ମମତା]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)]] ଓ [[ହିସାବ ନିକାଶ]] ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ ୤
ବାରିପଦାର ପ୍ରଯୋଜକ ବଟକୃଷ୍ଣ ନାୟକ ୧୯୮୨ ମସିହାରେ [[ଫୁଲ ଚନ୍ଦନ]] କଥାଚିତ୍ରରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ସ୍ଵାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ଦେଇଥିଲେ ୤
 
=== କଥାଚିତ୍ର ଜୀବନ ===
{| class="wikitable sortable"
|-
୯୭ କ ଧାଡ଼ି:
|}
 
== ପୁରସ୍କାର ଓ ସମ୍ମାନ ==
* ୧୯୮୨: ଶ୍ରେଷ୍ଠ ନିର୍ଦ୍ଦେଶକ, [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର]], ([[ଫୁଲ ଚନ୍ଦନ]])<ref>[http://cinemasagar.com/award/orissa-state-film-award-winners/ cinemasagar.com: Orissa State Film Award Winners]</ref>
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* {{imdb name|2679559}}