"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପକ୍ଷ: ନୂତନ ପ୍ରସଙ୍ଗ ପକ୍ଷ ତିଆରି କରାଗଲା
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨ କ ଧାଡ଼ି:
[[ଜହ୍ନ|ଚନ୍ଦ୍ର]] [[ପୃଥିବୀ]]କୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪ ଘଣ୍ଟା ପୁରି ନଥାଏ; ଏଥିପାଇଁ ଏକଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ ୤
 
== ଶ୍ରେଣୀ ବିଭାଗ ==
ଜ୍ୟୋତିଷଶାସ୍ତ୍ରରେ ତିଥିମାନଙ୍କୁ ନାନା ଶ୍ରେଣୀରେ ବିଭକ୍ତ କରାଯାଇ ଅଛି; ଯଥା:
 
୧୪ କ ଧାଡ଼ି:
# ଐହସ୍ପର୍ଶତିଥି- ଏକାଦିନରେ ତିନିଗୋଟି ତିଥି ପଡ଼ିଥିବା ଦିବସ
 
=== କ୍ଷୟା ତିଥି ===
[[ପୃଥିବୀ]] ୨୪ ଘଣ୍ଟାରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସେ ୤ [[ଜହ୍ନ|ଚନ୍ଦ୍ର]] ଥରେ [[ପୃଥିବୀ]]କୁ ବୁଲିବାକୁ ୨୩ଘଣ୍ଟା ୩୬ ମିନଟ ଲାଗେ ୤ ୧ ସୌରମାସ = ୩୦ ସାବନ ଦିନ ଓ ୧ ଚାନ୍ଦ୍ର ମାସ = ୩୦ ତିଥି = ୨୯.୫୧୨ ଦିନ ବା ସୌର ଦିବସ ୤ ସୌରମାସ ଠାରୁ ଚାନ୍ଦ୍ର ମାସ ୧୧ଘଣ୍ଟା ୧୩ ମିନଟ୍ କମ୍ ୤ ଚାନ୍ଦ୍ରତିଥି ଓ ସୌର ଦିନ ମଧ୍ୟରେ ଥିବା ଏହି ପାର୍ଥ୍ୟକ୍ୟକୁ ମିଳାଇବା ପାଇଁ ୬୨ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଗଣନା ନ କରି ଛାଡ଼ି ଦିଆଯାଏ ୤ ଏହି ଗଣନା କରା ନ ଯିବା ତିଥିକୁ କ୍ଷୟା ତିଥି ବା କ୍ଷୟାହ କୁହାଯାଏ ୤ ଆଜି [[ଦ୍ୱିତୀୟା]] ହେଲେ, ଆସନ୍ତା କାଲି ଦିନ ହିସାବରେ [[ତୃତୀୟା]] ତିଥି ହୁଅନ୍ତା; କିନ୍ତୁ [[ତୃତୀୟା]]କୁ କ୍ଷୟାତିଥି କଲେ ଆସନା କାଲି [[ତୃତୀୟା]] ନହୋଇ [[ଚତୁର୍ଥୀ]] ହେବ ୤ ପ୍ରତି ୬୨ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ ସଂଖ୍ୟା ମଧ୍ୟରେ ସମତା ରକ୍ଷା ହୁଏ ୤
 
== ପୌରାଣିକ ମତେ ତିଥି ==
[[ପୁରାଣ]] ମତରେ [[ଜହ୍ନ|ଚନ୍ଦ୍ର]]ଙ୍କଠାରେ ଅମୃତ ଅଛି; [[ଦେବତା]]ମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ୤ ଶେଷକଳାକୁ [[ଅମାବାସ୍ୟା]] ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦୁଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ କେଖାଁଏ ବଢ଼ନ୍ତି ୤
 
୩୯ କ ଧାଡ଼ି:
:(ଚନ୍ଦ୍ରମଣ୍ଡଳରେ ଷୋଳଟି କଳା ମଧ୍ୟରୁ, ‘ଅମା’ କଳାଟି ‘ମହାକଳା’ ନାମରେ ଅଭିହିତ ୤ ମାଳାର ସୂତ୍ରପରି ଏହି କଳାଟି ଅନ୍ୟ ସକଳ କଳାରେ ବିଦ୍ଧ ୤ ଏହା ନିତ୍ୟ, ଅର୍ଥାତ ଏହାର କ୍ଷୟ ବୃଦ୍ଧି ନାହିଁ ୤ ଏହି କଳାକୁ ଅପର ସମଗ୍ର କଳା ଆଶ୍ରୟ କରିଥାଏ ୤ [[ଅମାବାସ୍ୟା|ଅମାବସୀ]] ଦିନ କେବଳ ଏହି ‘ଅମା’ କଳାଟି ଚନ୍ଦ୍ରଙ୍କଠାଋଏ ଥାଏ ୤)
 
== ଆଧାର ==
{{ଆଧାର}}
{{ପକ୍ଷ}}
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି