"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୪ କ ଧାଡ଼ି:
| participants = ଚଢ଼େଇଆ, ଚଢ଼େଇଆଣି
}}
'''ଚଢ଼େଇଆ ନାଟ''' ବା '''ଚଢ଼େଇଆ ନାଚ''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହା ଏକ [[ବାଲେଶ୍ଵରୀ ଲୋକ କଳା]] । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି ।
 
== ଇତିହାସ ==
ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁ ରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।<ref>{{cite book |title=ଉନ୍ନୟନୀ, ବାଲେଶ୍ଵରର ଅବଲୁପ୍ତ କଳା ଓ ସଂସ୍କୃତି |last=ମହାରଣା|first= ସୁଦର୍ଶନ|authorlink= |coauthors= |year= ୨୦୦୬|publisher= |location=ବାଲେଶ୍ଵର |isbn= |page= |pages=୯୮-୯୯ |url= |accessdate=}}</ref>
 
== [[ଚଢ଼େଇଆ ସଙ୍ଗୀତ]] ==
ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ [[ଚଢ଼େଇଆ ସଙ୍ଗୀତ]] କୁହାଯାଏ ।
{{Rquote|center|ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
୨୬ କ ଧାଡ଼ି:
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|[[ଚଢ଼େଇଆ ସଙ୍ଗୀତ]], [[ବାଲେଶ୍ଵର ଜିଲା]]}}
 
== ଆଧାର ==
{{reflist}}
 
୩୨ କ ଧାଡ଼ି:
{{ଓଡ଼ିଶା ପ୍ରସଙ୍ଗ}}
 
[[categoryଶ୍ରେଣୀ:ବାଲେଶ୍ଵରୀ ଲୋକ କଳା]]
[[categoryଶ୍ରେଣୀ:ଓଡ଼ିଶାର ଲୋକନାଟ]]
[[categoryଶ୍ରେଣୀ:ଲୋକନାଟ]]
[[categoryଶ୍ରେଣୀ:ସଙ୍ଗୀତ]]
[[ବିଭାଗଶ୍ରେଣୀ:ଓଡ଼ିଶାର ନାଟ ଓ ସଙ୍ଗୀତ]]
[[ବିଭାଗଶ୍ରେଣୀ:ଓଡ଼ିଶାର ଲୋକକଳା]]