"କଇଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
|}}
 
'''କଇଥ''' (ଅନ୍ୟନାମ ''କପିତ୍ଥ'', ''କପିପ୍ରିୟ'', ''ଦନ୍ତଶଠ'',''ପୁଷ୍ପଫଳ'', ''ଦଧିତ୍ଥ'', ''ଗ୍ରାହୀ'', ''ଗନ୍ଧଫଳ'',''ଚିରପାକୀ'') ହେଉଛି ନାରଙ୍ଗାଦି ବର୍ଗର କଣ୍ଟକଯୁକ୍ତ ଦ୍ରୁମ ଜାତୀୟ ଉଦ୍ଭିଦ। <ref>ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ</ref>ଏହାର ଉତ୍ପତ୍ତି ଭାରତ, ମାଳୟ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଜାଭା ଆଦି ଦେଶରେ ହୋଇଥିବାର କୁହାଯାଏ।
== ଚିହ୍ନଟ ==
ଏହା ପଥୁରିଆ ବା ଟାଙ୍ଗରା ଜମିରେ ହୋଇଥାଏ। ପାଖାପାଖି ୮ ଫୁଟଯାଏ ବଢ଼ିଥାଏ। ପତ୍ରଗୁଡ଼ିକ ଅଣ୍ଡାକାରର। ଫୁଲ ସୁଗନ୍ଧଯୁକ୍ତ। ଫଳ କ୍ରିକେଟ ବଲ ପରି ସାଗୁଆ ମିଶା କଷରା ରଙ୍ଗର ହୋଇଥାଏ। ଏହାର ବହିରାବରଣ କାଠପରି ଟାଣ ହୋଇଥାଏ। ଏହା ପାଚିଗଲେ ଏକପ୍ରକାର ସୁଗନ୍ଧ ବାହାରେ। ସ୍ୱାଦରେ ମିଠାଖଟା ମିଶାମିଶି। <ref>ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ</ref>
 
== ଉପଯୋଗ ==
=== ଔଷଧୀୟ ===
# ଜ୍ୱରରେ ବିରେଚକର କାମ କରିଥାଏ (ପତ୍ର)
# ଶ୍ୱାସ, ଦମା, କାମଳ,
୩୨ କ ଧାଡ଼ି:
# ସ୍କର୍ଭିରୋଗର ପ୍ରତିରୋଧକ ଓ ନିରାମକ <ref>ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ</ref>
 
=== ସାମାନ୍ୟ ===
ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ। ଶିବରାତ୍ରୀ ଦିନ ଅନେକ ସ୍ଥାନରେ ଏହାକୁ ପ୍ରସାଦ ରୂପରେ ମହାଦେବଙ୍କୁ ଅର୍ପଣ କରାଯାଏ।
 
== ଅନ୍ୟ ଭାଷାରେ ନାମ ==
[[ଫାଇଲ:Limonia acidissima syn Limonia elephantum or Fernonia limonia (wood-apple) in Talakona forest, AP W IMG 8333.jpg|right|thumb|କଇଥ]]
* {{lang-en|Wood Apple}}, Elephant Apple, Monkey Fruit or Curd Fruit
୪୫ କ ଧାଡ଼ି:
* {{lang-ml|Vilam Kai}} ୱିଲାମ କାଇ(വിളാങ്കായ്)
* {{lang-mr|KavaTH }}କବଠ (कवठ).
* [[ସଂସ୍କୃତ ଭାଷା|ସଂସ୍କୃତ]]: ବିଲ୍ଲ, କପିତ୍ଥ (कपित्थ),<ref>[http://www.treknature.com/gallery/Asia/India/photo170636.htm Feronia elephantum on treknature]</ref> ଦଧିସ୍ଥ, ସୁରବିଛଦ, କପିପ୍ରିୟ, ଦଧି, ପୁଷ୍ପଫଳ, ଦନ୍ତଶଠ, ଫଳସୁଗନ୍ଧିକା, ଚିରପାକୀ, ଗ୍ରାହିଫଳ, କଷାୟମ୍ଳଫଳ, <ref>S G Joshi, Medicinal Plants, Oxford & IBH Publishing Co. Pvt. Ltd. New Delhi, 2004, ISBN 81-204-1414-4, p.347</ref>
* [[ସିଂହଳୀ]]: Divul. (දිවුල්)
* {{lang-ta|Vilam Palam}} (விளாம் பழம்)
* {{lang-te|Vellaga Pandu}} (వెలగ పండు)
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
{{Commons category|Limonia acidissima}}
* [http://www.ars-grin.gov/cgi-bin/npgs/html/splist.pl?6846 Germplasm Resources Information Network: ''Limonia'']
* [http://www.ars-grin.gov/cgi-bin/npgs/html/taxon.pl?22253 Germplasm Resources Information Network: ''Limonia acidissima'']
* [http://www.efloras.org/florataxon.aspx?flora_id=5&taxon_id=118603 genus page], [http://www.efloras.org/florataxon.aspx?flora_id=5&taxon_id=220007634 Flora of Pakistan: ''L. acidissima'' species page]
* [http://www.hort.purdue.edu/newcrop/morton/wood-apple.html Purdue-hort_edu: The Wood Apple]
* [http://iu.ff.cuni.cz/pandanus/database/details.php?id=712&enc=utf&sort=ka&display=20&lat=&skt=&pkt=&hin=&ben=&tam=&mal=&eng=on&start=340 Pandanus Database - ''Limonia'']
 
== ଆହୁରି ଦେଖନ୍ତୁ ==
* [[ଔଷଧୀୟ ଗଛଲତାମାନଙ୍କର ତାଲିକା]]
 
[[ଶ୍ରେଣୀ:ଜୀବ ଜଗତ]]
"https://or.wikipedia.org/wiki/କଇଥ"ରୁ ଅଣାଯାଇଅଛି