"ମାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପର୍ବପର୍ବାଣୀ: ଓଳାଶୁଣି ମେଳା
୩ କ ଧାଡ଼ି:
ମଘା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]]ବିଶିଷ୍ଟ [[ମାସ|ଚାନ୍ଦ୍ରମାସକୁ]] 'ମାଘ' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[ପୌଷ]] ଓ ପରବର୍ତ୍ତୀ ମାସ [[ଫାଲ୍‌ଗୁନ]] । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ [[ହିନ୍ଦୁ]]ମାନଙ୍କର ଗୋଟିଏ ଧର୍ମମାସ ।
==ପର୍ବପର୍ବାଣୀ==
* [[ପକ୍ଷ|କୃଷ୍ଣ]] [[ଏକାଦଶୀ]]: [[ଓଳାଶୁଣୀ ମେଳା]]
* [[ଚତୁର୍ଥୀପକ୍ଷ|ଶୁକ୍ଳ]] [[ଚତୁର୍ଥୀ]]: [[ତିଳ ଚତୁର୍ଥୀ]]
* ଶୁକ୍ଳ [[ପଞ୍ଚମୀ|ଶୁକ୍ଳପଞ୍ଚମୀ]] (ଶ୍ରୀପଞ୍ଚମୀ): [[ସରସ୍ଵତୀ ପୂଜା]]
* ଶୁକ୍ଳ [[ସପ୍ତମୀ|ଶୁକ୍ଳସପ୍ତମୀ]]: [[ରଥ ସପ୍ତମୀ]]
* [[ପୂର୍ଣ୍ଣିମା]]: [[ଯୋରନ୍ଦା ମେଳା]]
 
"https://or.wikipedia.org/wiki/ମାଘ"ରୁ ଅଣାଯାଇଅଛି