"ମହମ୍ମଦ ଇକବାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.5.4) (Robot: Adding ks:محمد اقبال
No edit summary
୪୧ କ ଧାଡ଼ି:
ଭାରତ ସରକାର ମଧ୍ୟ ତାଙ୍କ ପ୍ରଭୂତ ଜ୍ଞାନର ପରିଚୟ ପାଇଁ ତାଙ୍କୁ ‘ସାର୍’ ଉପାଧିରେ ବିଭୁଷିତ କରିଥିଲେ। ତାଙ୍କର ବିଦବତ୍ତା ଓ କବିତ୍ୱକୁ ଲକ୍ଷ୍ୟକଲେ ଜଣାଯାଏ, ପିତୃଦତ୍ତନାମ ଇକବାଲ (ବା ଏକବାଲ ଅର୍ଥାତ୍ ସୌଭାଗ୍ୟ)କୁ ସେ ସାର୍ଥକ କରିଛନ୍ତି।
== ଶେଷ ଜୀବନ ==
୧୯୩୮ରେ ସେ ଯେତେବେଳେ ପରଲୋକ ଗମନ କଲେ, ସେତେବେଳେ କବି ରବୀନ୍ଦ୍ର ନାଥ[[ରବୀନ୍ଦ୍ରନାଥ ଠାକୁର]] କହିଥିଲେ, ‘କାଳରୂପକ ଦସ୍ୟୁ କବିମାଳାରୁ ଯେଉଁ ମୁକ୍ତାଟି ଅପହରଣ କଲା, ତା’ର ପୁନର୍ଲାଭ ଅସମ୍ଭବ।’
 
== ସାରା ସଂସାରରେ ଶ୍ରେଷ୍ଠ ==
ମହମ୍ମଦ ଇକବଲଙ୍କ ପ୍ରସିଦ୍ଧ ରଚନା ‘‘ସାରେ ଜହାଁ ସେ ଅଚ୍ଛା’’ ଗୀତକୁ ଅନୌପଚାରିକ ଭାବେ ଭାରତର ଜାତୀୟ ସଂଗୀତର ମାନ୍ୟତା ମିଳିଛି। ଏହାକୁ ଇକବାଲ ୧୯୦୫ରେ ରଚନା କରିଥିଲେ ଓ ସର୍ବପ୍ରଥମେ ସରକାରୀ କଲେଜ ଲାହୋରରେ ପଢ଼ି ଶୁଣାଇଥିଲେ। ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନ ଜାଗରଣ ସୃଷ୍ଟି କରିବାରେ ଅଦ୍ୱିତୀୟ ଭୂମିକା ଗ୍ରହଣ କରିଥିଲା।