"କଇଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଛୋଟ|Limonia (plant)}}
{{DISPLAYTITLE:''କଇଥ''}}
{{Taxobox
|name = ''କଇଥ''
Line ୧୯ ⟶ ୧୮:
|}}
 
'''''କଇଥ''''' (ଅନ୍ୟନାମ ''କପିତ୍ଥ'', ''କପିପ୍ରିୟ'', ''ଦନ୍ତଶଠ'',''ପୁଷ୍ପଫଳ'', ''ଦଧିତ୍ଥ'', ''ଗ୍ରାହୀ'', ''ଗନ୍ଧଫଳ'',''ଚିରପାକୀ'') ହେଉଛି ନାରଙ୍ଗାଦି ବର୍ଗର କଣ୍ଟକଯୁକ୍ତ ଦ୍ରୁମ ଜାତୀୟ ଉଦ୍ଭିଦ। <ref>ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ</ref>ଏହାର ଉତ୍ପତ୍ତି ଭାରତ, ମାଳୟ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଜାଭା ଆଦି ଦେଶରେ ହୋଇଥିବାର କୁହାଯାଏ।
==ଚିହ୍ନଟ==
ଏହା ପଥୁରିଆ ବା ଟାଙ୍ଗରା ଜମିରେ ହୋଇଥାଏ। ପାଖାପାଖି ୮ ଫୁଟଯାଏ ବଢ଼ିଥାଏ। ପତ୍ରଗୁଡ଼ିକ ଅଣ୍ଡାକାରର। ଫୁଲ ସୁଗନ୍ଧଯୁକ୍ତ। ଫଳ କ୍ରିକେଟ ବଲ ପରି ସାଗୁଆ ମିଶା କଷରା ରଙ୍ଗର ହୋଇଥାଏ। ଏହାର ବହିରାବରଣ କାଠପରି ଟାଣ ହୋଇଥାଏ। ଏହା ପାଚିଗଲେ ଏକପ୍ରକାର ସୁଗନ୍ଧ ବାହାରେ। ସ୍ୱାଦରେ ମିଠାଖଟା ମିଶାମିଶି। <ref>ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ</ref>
Line ୪୦ ⟶ ୩୯:
* {{lang-en|Wood Apple}}, Elephant Apple, Monkey Fruit or Curd Fruit
* {{lang-bn|Bael, Koth Bael }}(বেল, কৎ বেল)
* [[ଗୁଜରାଟୀ ଭାଷା]] :{{lang-gu|કોથુ}}
* [[ହିନ୍ଦୀ]]: {{lang-hi|କୈଥ(कैथा)}}, କାଠ ବେଲ ବା କବୀଟ
* {{lang-kn|Belada Hannu / Byalada Hannu}} ବାଲୁଲାଡ଼ା (ಬೇಲದ ಹಣ್ಣು), balulada hannu (ಬಳೂಲದ ಹಣ್ಣು/ಬಳೂಲಕಾಯಿ/ಬಳೂಲ)
* ମାଳୟ: Belingai ବେଲିଙ୍ଗାଇ
* {{lang-ml|Vilam Kai}} ୱିଲାମ କାଇ(വിളാങ്കായ്)
* {{lang-mr|KavaTH }}କବଠ (कवठ).
* [[ସଂସ୍କୃତ ଭାଷା|ସଂସ୍କୃତ]]: ବିଲ୍ଲ, କପିତ୍ଥ (कपित्थ),<ref>[http://www.treknature.com/gallery/Asia/India/photo170636.htm Feronia elephantum on treknature]</ref> ଦଧିସ୍ଥ, ସୁରବିଛଦ, କପିପ୍ରିୟ, ଦଧି, ପୁଷ୍ପଫଳ, ଦନ୍ତଶଠ, ଫଳସୁଗନ୍ଧିକା, ଚିରପାକୀ, ଗ୍ରାହିଫଳ, କଷାୟମ୍ଳଫଳ, <ref>S G Joshi, Medicinal Plants, Oxford & IBH Publishing Co. Pvt. Ltd. New Delhi, 2004, ISBN 81-204-1414-4, p.347</ref>
* [[ସିଂହଳୀ]]: Divul. (දිවුල්)
* {{lang-ta|Vilam Palam}} (விளாம் பழம்)
"https://or.wikipedia.org/wiki/କଇଥ"ରୁ ଅଣାଯାଇଅଛି