"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ପ୍ରମାଣ
୧ କ ଧାଡ଼ି:
{{ଛୋଟ|Manabasa}}
[[ଫାଇଲ:Jhoti.JPG|thumb|ମାଣବସା ଗୁରୁବାର ଓଷାରେ କଳସିରେ ଅଙ୍କିତ ଝୋଟିଚିତା]] '''ମାଣବସା ଗୁରୁବାର ଓଷା''' ବା ''ମାଣବସା''ରେ ମା'ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ମାର୍ଗଶିର ମାସ ମା'ଙ୍କର ପ୍ରିୟ ମାସ । ଏହିମାସ ଆସିଲେ ପ୍ରତ୍ୟେକ ଓଡିଆ ହିନ୍ଦୁନାରୀ ଭକ୍ତିର ସହିତ ଏହି ଓଷା ପାଳନ କରିଥାନ୍ତି । ଏହିପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପାଞ୍ଚଗୁରୁବାର ପାଳନ କେବଳ ଓଡିଆ ଜାତିରେ ପ୍ରଚଳିତ । ମାଣବସା ଓଷା କୁ ଲକ୍ଷ୍ମୀପୂଜା କୁହାଯାଏ । ଏହିଓଷାକୁ ଆଚାଣ୍ଡାଳ ବ୍ରାହ୍ମଣ, ସମସ୍ତେ ପାଳନ କରିଥାନ୍ତି । ଏହିଘରମାନଙ୍କରେ ପୂଜାଟିକେ କାଳରେଭୁଲ [[ବଳରାମହେଲେ ଦାସ]]ଙ୍କବୁଢୀମା' [[ଲକ୍ଷ୍ମୀମାନେ ପୁରାଣ]]ରଲକ୍ଷ୍ମୀଛଡା ପଦାବଳୀବା ପାଠଅଲକ୍ଷଣୀ କରାଯାଇଥାଏବୋଲି ଗାଳି ଦିଅନ୍ତି<ref>Mansingha ସେଥିପାଇଁ ଧନଧାନ୍ୟ,Mayadhar (1962)ବାତ୍ସଲ୍ୟ ''History ofଦୟାକ୍ଷମାର Oriyaପ୍ରତିମୂର୍ତ୍ତି literature'ରୂପେ ମା'ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି । Sahityaଘରର Akademiଶ୍ରୀ, Newସମୃଦ୍ଧି, Delhiପରିଷ୍କାର ପରିଚ୍ଛନ୍ନତା ହେଉଛି ଏହି ପର୍ବର ବୈଶିଷ୍ଟ । <ref>ସୂର୍ଯ୍ୟପ୍ରଭା, ପୃଷ୍ଠା-୯, ୬.୧୨.୧୨</ref>
[[ମାର୍ଗଶିର]] ମାସରେ ପ୍ରତି ଓଡ଼ିଆ ପୂଜା ଘରେ ଧାନ ମେଣ୍ଟା ବା ଧାନବେଣୀ ଶୋଭା ପାଇଥାଏ । ମା' [[ଲକ୍ଷ୍ମୀ|ଲକ୍ଷ୍ମୀଙ୍କର]] ପୂଜା ପାଇଁ ଧାନକେଣ୍ଡା କୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
[[File:Dhana Menta.JPG|thumb|ଧାନ ମେଣ୍ଟା/ ଧାନ ଗହଣି]]
୭ କ ଧାଡ଼ି:
<ref>{{cite web |url= http://www.puribeachresorts.com/festivals-in-puri/manabasa-gurubar.html |title=Manabasa Gurubar Lakshmi puja , Manabasa Gurubar Festival, Manabasa Gurubar Festivals of Orissa |first= |last= |work=puribeachresorts.com |quote=a pot made of bamboo canes used in the olden days for measuring paddy (known as mana) is filled up to the brink with freshly harvested paddy. |accessdate=6 December 2012}}</ref>
==ପୂଜାବିଧି==
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ସୁନ୍ଦରଭାବେ ଚିତା ପକାନ୍ତି । ଗୁରୁବାର ଦିନ ବଡିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା'ଙ୍କ ପୂଜାରେ ଲାଗିପଡନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ପୂର୍ଣ୍ଣ କରଦିଅନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ମା'ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ଵତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୁର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୁର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୁର ବୋଳାଯାଇଥିବା ମାଣକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ଵରୂପ ନୂଆଧାନରେ ପୂର୍ଣ୍ଣକରି ତା' ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା'ଉପରେ ଧାନବେଣୀ ରଖି ନୂତନ ଛିଟ (ବସ୍ତ୍ର )ରେ ଆବୃତ କରାଯାଇଥାଏ । ମା'ଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୁର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ମା'ଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
==ଭୋଗ ନୈବେଦ୍ୟ==