"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୁଆ ପୃଷ୍ଠା(http://or.wikipedia.org/s/cvi)
 
୬ କ ଧାଡ଼ି:
 
== ଜ୍ଵର କ'ଣ ଏକ ରୋଗ ? ==
ସମସ୍ତଙ୍କ ର ଧାରଣା ଯେ ଜ୍ଵର ଗୋଟିଏ ରୋଗ। କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ। ଜ୍ଵର ହେଉଛି କୌଣସି ରୋଗର ଲକ୍ଷଣ ମାତ୍ର। ସାମାନ୍ୟ ଥଣ୍ଡା, ସର୍ଦ୍ଦି ଠାରୁ ଆରମ୍ଭ କରି [[ନିମୋନିଆ]], [[ଯକ୍ଷ୍ମା]], [[ଟାଇଫ ଏଡ]], [[ମ୍ୟାଲେରିଆ]], [[ବାତଜ୍ଵର]], [[ମିଳିମିଳା]], [[ହାଡ଼ଫୁଟି]], [[ତରଳଝାଡ଼ା]], [[କ୍ୟାନସର]], [[ପୋଲିଓ]], [[ଏଡସ ]]ପରି ପ୍ରାୟ ପ୍ରତ୍ୟେକ ରୋଗରେ ଜ୍ଵର ହୋଇଥାଏ। ତେବେ ପ୍ରତ୍ୟେକ ରୋଗ ପାଇଁ ଜ୍ଵରର ରୂପ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ଜ୍ଵରକୁ ଏକ ରୋଗ ବୋଲି ଭାବି ସାଧାରଣ ଭାବରେ ତା'ର ଚିକିତ୍ସା କରି ମୂଳ ରୋଗ ପ୍ରତି ଧ୍ୟାନ ନଦେଲେ ଜ୍ଵର ତ ଭଲ ହୁଏନାହିଁ, ବରଂ ଉପଯୁକ୍ତ ଚିକିତ୍ସା ଅଭାବରୁ ମୂଳ ରୋଗଟି ବଢ଼ିଚାଲେ।
 
== ଦେହରେ ଜ୍ଵର ଅଛି ବୋଲି ଜାଣିବେ କେମିତି ? ==
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି