"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି ପ୍ରଦାନ
No edit summary
୨ କ ଧାଡ଼ି:
{{Infobox_University
|name = ଉତ୍କଳ ବିଶ୍ଵବିଦ୍ୟାଳୟ
|image = [[ଫାଇଲ:Utkal University.jpg]]
| image_size = 200px
|motto = "ସତ୍ୟ ପରମ ଧୀମହୀ "
|established = ୧୯୪୩
|chancellor = [[ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ]]
୨୫ କ ଧାଡ଼ି:
 
==ପାଠାଗାର==
୧୯୪୬ରେ ବିଶ୍ଵବିଦ୍ୟାଳୟରେ ଏହି ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ଵର୍ଗତ '''[[ପ୍ରାଣକୃଷ୍ଣ ପାରିଜା]]ଙ୍କ''' (ବିଶ୍ଵବିଦ୍ୟାଳୟର ପ୍ରଥମ ଉପ-କୁଳପତିକୁଳାଧିପତି ଓ ଜଣେ ବିଶ୍ଵସ୍ତରୀୟ ବୈଜ୍ଞାନିକ) ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ''ପାରିଜା ପାଠାଗାର'' ।<ref>{{cite web |url=http://www.utkaluniversity.ac.in/utkal%20university/Facilities/Library.htm |title=ପାରିଜା ପାଠାଗାର |accessdate=27 November 2012}}</ref> ଏଠାରେ ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ ଟି ବିଭାଗୀୟ ପାଠାଗାର ରହିଅଛି । ଏହା ବ୍ୟତୀତ ୨୪ ଟି ବରିଷ୍ଠ ପଢାଘର, ୧୪ ଗବେଷଣା ମଣ୍ଡଳ (resarch cubicle) ଓ ୧୨୦ ଟି ସାଧାରଣ ପଢାଘର ରହିଅଛି ।
 
== ଆଧାର ==