"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୭ କ ଧାଡ଼ି:
{{cite web|url=http://nthmp-history.pmel.noaa.gov/terms.html
|title=Tsunami Terminology
|publisher=[[NOAA]]|accessdate=2010-07-15}}</ref>) ହେଉଛି କ୍ରମାନ୍ଵୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ, ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ । [[ଭୂମିକମ୍ପ]], [[ଜ୍ଵାଳାମୁଖୀ|ଅଗ୍ନି ଉ‌ଦ୍‌ଗିରଣ‌]], ଓ ପଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ହିଁ ସୁନାମିକୁ ଶକ୍ତି ଯୋଗାଇଥାଏ ।<ref>{{cite web|title=When icebergs capsize, tsunamis may ensue|url=http://blogs.nature.com/barbaraferreira/2011/04/17/when-icebergs-capsize|author=Barbara Ferreira|date=April 17, 2011|publisher=''[[Nature (journal)|Nature]]''|accessdate=2011-04-27}}</ref><br/> ସୁନାମି ସାଧାରଣ [[ସାମୁଦ୍ରିକ ଢେଉ]] ନୁହେଁ, କାରଣ ଏହାର ତରଙ୍ଗ ଦୈର୍ଘ୍ୟ ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷିପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ ''tidal waves'' କୁହାଯାଏ ।
 
==ଐତିହାସିକ ସୁନାମି==
{{main|ଐତିହାସିକ ସୁନାମି}}
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି