"ଘୁମୁରା ବାଦ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଗଣବାଦ୍ୟ ଘୁମୁରା ବୀରବାଦ୍ୟ ବା ରଣବାଦ୍ୟ ଘୁମୁରା ନି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ବନାନ
୧ କ ଧାଡ଼ି:
ଗଣବାଦ୍ୟ ଘୁମୁରା
ବୀରବାଦ୍ୟ ବା ରଣବାଦ୍ୟ ଘୁମୁରା ନିଜର ସ୍ଵାତନ୍ତ୍ର୍ୟ ଓ ବିବିଧତା ଯୋଗୁ କଳାହାଣ୍ଡି ଜିଲ୍ଲାର ସୀମାସରହଦ ପାରହୋଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି । ପାରମ୍ପରିକ ଘୁମୁରା ବାଦ୍ୟ ଶହ ଶହ ବର୍ଷ ହେଲା କଳାହାଣ୍ଡିର ଲୋକ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ ।ରଣବାଦ୍ୟରୁ ଏହା ଗଣବାଦ୍ୟ ରୁପେରୂପେ ପରିଣତ ହୋଇଛି । ବହୁ ପ୍ରାଚୀନ କାଳରୁ ଏହି ପାରମ୍ପରିକ ବାଦ୍ୟ ଯୁଦ୍ଦଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା। ପୁର୍ବେପୂର୍ବେ ଯୁଦ୍ଦଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ସେନାଙ୍କୁ ଉତେଜ୍ଜିତଉତ୍ତେଜିତ କରିବାସହ ବୀରରସ ସଂଚାର କରୁଥିଲା ଓ ଶତୃପକ୍ଷଙ୍କ ନମନରେମନରେ ଛନକା ଭରିଦେଉଥିଲା। ଯୁଦ୍ଦଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନରଞ୍ଜନମନୋରଞ୍ଜନ ଲାଗି ଶୃଙ୍ଗାର ରସଧର୍ମୀ ଘୁମୁରାବାଦ୍ୟ ପରିବେଷଣ କରାଯାଉଥିଲା ।
ନଟରାଜ ଶିବଙ୍କ ଡମ୍ବରୁ ଓ ପ୍ରଞ୍ଜାଶାଳିନୀପ୍ରଜ୍ଞାଶାଳିନୀ ସରସ୍ଵତୀଙ୍କ ବୀଣା ବାଦ୍ୟଯନ୍ତ୍ରର ସମ୍ମିଶ୍ରଣରେ ଘୁମୁରା ବାଦ୍ୟଯନ୍ତ୍ରର ସୃଷ୍ଟି଼।
ଘୁମୁରା ଏକ ପ୍ରକାର ମାଟି ନିର୍ମିତ ଲମ୍ବ ବେକ ଥିବା ମାଟି ମାଠିଆ ଆକୃତିର ଏବଂ ମୁହରେମୁହଁରେ ଗୋଧି ଚମଡା ଛାଉଣୀ ହୋଇଥିବା ବାଦ୍ୟ ଯନ୍ତ୍ର । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗୁରୁ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୁଆ ଖାଇନୁଆଖାଇ(ନୂଆଖାଇ) ସହ ଘୁମୁରାର ରହିଛି ନିବିଡ ସମ୍ପର୍କ । ନୁଆନୁଆଖାଇ ଖାଇଦିନଦିନ ଘୁମୁରା ବାଦ୍ୟଯନ୍ତ୍ର କୁବାଦ୍ୟଯନ୍ତ୍ରକୁ ପୁଜାର୍ଚ୍ଚନାପୂଜାର୍ଚ୍ଚନା କରାଯାଏ । ନୁଆଖାଇ ସାରିବାପରେ ନର୍ତ୍ତକ ଘୁମୁରା ବାଦ୍ୟ ପରିବେଷଣ କରି ଗ୍ରାମ ପରିକ୍ରମା କରିଥାନ୍ତି ।<ref>ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨</ref>
==ଆଧାର==
{{ଆଧାର}}