"ସୋମବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି:
{{ଛୋଟ|Monday}}
* ସୋମବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା [[ରବିବାର]] ଆଉ [[ମଙ୍ଗଳବାର]] ମଝିରେ ଆସେ ।
*ସୋମବାର ହେଲା ସପ୍ତାହର ଏକ ଦିନ ଯାହା [[ରବିବାର]] ପରେ ଓ [[ମଙ୍ଗଳବାର]] ପୂର୍ବରୁ ଆସେ । ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ ଓ କାର୍ଯ୍ୟାଳୟ ଗୁଡିକରେ ଏହି ଦିନ କାମ ଆରମ୍ଭ ହୁଏ । ସୁଖୀ ଦାମ୍ପତ୍ୟ ଜୀବନ ତଥା ସନ୍ତାନ ପ୍ରାପ୍ତି ପାଇଁ ଏହିଦିନ ଭଗବାନ [[ଶିବ]][[ପାର୍ବତୀ|ମା' ପାର୍ବତୀଙ୍କୁ]] ପୂଜା କରାଯାଏ । ଭଗବାନ ଶିବଙ୍କୁ ଧଳାଫୁଲ, ବେଲପତ୍ର ଚଢାଇବା ସହ ଶିବସ୍ତୋତ୍ର, ଶିବଚାଳିଶା, ରୁଦ୍ରାଷ୍ଟକ ମନ୍ତ୍ର ଜପକରିବାଜପ ଦ୍ଵାରା ଉତ୍ତମ ଫଳ ମିଳେକରାଯାଏ । ଥଣ୍ଡାଜନିତ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ସୋମବାର ଦିନ ଚନ୍ଦ୍ରଙ୍କ ବ୍ରତ ରଖାଯାଏ ।
==ଆଧାର==
* ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ ଓ ଅଫିସମାନ ଏହି ଦିନ କାମ ଆରମ୍ଭ କରନ୍ତି ।
{{ଆଧାର}}
 
{{ସପ୍ତାହ}}
"https://or.wikipedia.org/wiki/ସୋମବାର"ରୁ ଅଣାଯାଇଅଛି