"ବିର୍ସା ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ (via JWB)
ଅଜୟ
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
ଅଜୟ ଲୋହାର
{{ଛୋଟ|Birsa Munda}}
{{Infobox person
|name=ବିର୍ସା ମୁଣ୍ଡା
|image= Birsa_Munda,_photograph_in_Roy_(1912-72).JPG
|caption= <!--ବିର୍ସା ମୁଣ୍ଡା-->
|dead=dead
|birth_date={{Birth date|df=yes|1875|11|15}}
|birth_place= ଉଲିହାଡୁ, ରାଞ୍ଚି ଜିଲ୍ଲା, ବିହାର<ref>{{cite web |url= http://www.indianpost.com/viewstamp.php/Alpha/B/BIRSA%20MUNDA |title=BIRSA MUNDA |first= |last= |work=indianpost.com |year=2012|quote=born on 15th November, 1875 at Ulihatu, Ranchi District, Bihar. |accessdate=29 October 2012}}</ref>
|death_date= {{Death date and age|1900|06|09|1875|11|15|df=y}} <!--{{Death date|df=yes|1900|6|9}}-->
|death_place= ରାଞ୍ଚି ଜେଲ <ref>{{cite web |url= http://www.cipra.in/ulgulaanch3.html |title=THE ‘ULGULAAN’ OF ‘DHARATI ABA’ Birsa Munda |first= |last=|work=cipra.in |year=2009 |quote=He was lodged in Ranchi jail, for trial along with his 482 followers where he died on 9 June, 1900 |accessdate=29 October 2012}}</ref>
| parents = ସୁଗନା ମୁଣ୍ଡା<br /> କରମି ମୁଣ୍ଡା
}}
 
'''ବିର୍ସା ମୁଣ୍ଡା''' ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।
==ପୂର୍ବପୁରୁଷ==
ମୁଣ୍ଡା ଏକ ଆଦିବାସୀ ସମ୍ପ୍ରଦାୟ। "ଟୁଟୁ" ଓ "ନାଗୁ" ନାମକ ଦୁଇଭାଇ ବିର୍ସା ମୁଣ୍ଡାଙ୍କ ପୂର୍ବପୁରୁଷ ଥିଲେ। ସେମାନେ ବିହାରର ରାଞ୍ଚି ନିକଟବର୍ତ୍ତୀ "ତୋମଦଗା" ନଦୀ କୂଳରେ ଘର କରି ରହିଥିଲେ। ପରେ ସେମାନଙ୍କ ନାମ ଅନୁସାରେ ସେହି ଜାଗାର ନାଁ "ଛୋଟନାଗପୁର" ହୋଇଥିଲା। ସେମାନଙ୍କ ବଂଶଧର ଥିଲେ ବିର୍ସା ଓ ତାଙ୍କ ପରିବାର।