"ବ୍ୟବହାରକାରୀ:Susant purohit/ହାତୀଗୁମ୍ଫାର ଶିଳାଲେଖ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ multiple spaces removed.
୩ କ ଧାଡ଼ି:
[[ଫାଇଲ:Hatigumfa.jpg|thumb|ହାତୀଗୁମ୍ଫାର ସିଳାଲେଖ ]]
[[ଫାଇଲ:Kharabela_inscription,_Hatigumpha,_Khandagiri,_Bhubaneswar.jpg|thumb|1827ରେ ଆଲେକଜାଣ୍ଡାର କନିଙ୍ଘାମଙ୍କଦ୍ଵାରା ପ୍ରକାଶିତ ' ଆଶୋକ 'ରେ ଉଦୟଗିରି ଶିଳାଲେଖର ଚିତ୍ର ]]
ଭୁବନେଶ୍ବର ସହର ସନ୍ନିକଟ ଉଦୟଗିରି ପାହାଡରେ ହାତିଗୁମ୍ଫା ( the Elephant Caves ) ଅବସ୍ଥିତ । ଏହା ମଧ୍ୟରେ ଖ୍ରୀଷ୍ଟପୂର୍ବ 2 ୟ2ୟ ଶତାବ୍ଦୀରେ କଳିଙ୍ଗର ତତ୍କାଳୀନ ସମ୍ରାଟ ଖାରବେଳଙ୍କଦ୍ଵାରା ଗୁମ୍ଫା ଭିତରେ ଶିଳା ଉପରେ ଲେଖ କରାଯାଇଥିଲା । ବ୍ରାହ୍ମୀ ଭାଷାରେ ଗଭୀର ଭାବରେ ଖୋଦିତ ହେଇଥିବା ଏହି 17 ଧାଡି  ଉଦୟଗିରିର ଦକ୍ଷିଣ ଦିଗରେ ଥିବା ଗୁମ୍ଫାରେ ଆଜି ଯାଏ ବିଦ୍ୟମାନ ଅଛି । ଏହି ଲେଖା ସାମ୍ନାରେ  6 ମାଇଲ ଦୂରରେ ଥିବା ଧଉଳି ପାହାଡର ସମ୍ରାଟ ଅଶୋକଙ୍କ ଶିଳାକୃତି ରହିଛି । 
 
ଏହି ଲେଖାକୁ ଖ୍ରୀଷ୍ଟପୂର୍ବ ୧୫୦ ମସିହାରେ ଥିବା କଳିଙ୍ଗ ଲିପି  ର ଉନ୍ନତ ପ୍ରକାରଭେଦ ବୋଲି ଗବେଷଣାବିଦ ମାନଙ୍କର ମତ  .<ref>[http://www.proel.org/index.php?pagina=alfabetos/dravidi Source]</ref>