ବିରେନ ଜ୍ୟୋତି ମହାନ୍ତି

କଥାଚିତ୍ର ସମ୍ପାଦକ

ବିରେନ ଜ୍ୟୋତି ମହାନ୍ତି ଜଣେ ଭାରତୀୟ କଥାଚିତ୍ର ସମ୍ପାଦକ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ସମ୍ପାଦନା ପାଇଁ ଜଣାଶୁଣା; ଲକ୍ ଓ ଜୋଡ଼ି ବ୍ରେକର୍ସ ଭଳି ହିନ୍ଦୀ କଥାଚିତ୍ର ସହିତ ଓଡ଼ିଆ କଥାଚିତ୍ର ଜଗତରେ ମଧ୍ୟ କିଛି କଥାଚିତ୍ର ସମ୍ପାଦନା କରିଛନ୍ତି ।[୧]

ବିରେନ ଜ୍ୟୋତି ମହାନ୍ତି
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିକଥାଚିତ୍ର ସମ୍ପାଦକ
ସକ୍ରିୟ ବର୍ଷ୨୦୦୫–ଏବେଯାଏଁ
ପ୍ରସିଦ୍ଧିଲକ୍, ଯୋଡ଼ି ବ୍ରେକର୍ସ୍, ଚକ୍‌ଲେଟ୍, ଲୁଚକାଳି

ସମ୍ପାଦନା ସମ୍ପାଦନା

ବର୍ଷ କଥାଚିତ୍ର ଭାଷା ମନ୍ତବ୍ୟ
୨୦୦୯ ଲକ୍ ହିନ୍ଦୀ
୨୦୧୧ ଚକ୍‌ଲେଟ୍ ଓଡ଼ିଆ
୨୦୧୨ ଯୋଡ଼ି ବ୍ରେକର୍ସ୍ ହିନ୍ଦୀ
ଲୁଚକାଳି ଓଡ଼ିଆ
୨୦୧୩ ସୋନା ସ୍ପା ହିନ୍ଦୀ
୨୦୧୪ ବବ୍‌ଲୁ ହାପି ହୈ ହିନ୍ଦୀ
ଫେତଃ ପଞ୍ଜାବୀ
୨୦୧୫ କୌନ୍ କିତ୍‌ନେ ପାନି ମେଁ ହିନ୍ଦୀ
୨୦୧୬ ଭାବିପେଡ଼ିଆ ହିନ୍ଦୀ
୨୦୧୭ ଜଷ୍ଟ ମୋହବତ୍ ଓଡ଼ିଆ
୨୦୨୩ ଆନ୍ଥୋନୀ ଓଡ଼ିଆ

ଆଧାର ସମ୍ପାଦନା

  1. "The Telegraph - Calcutta (Kolkata) | Orissa | City boy snips his way to success". www.telegraphindia.com. Archived from the original on 2016-03-04.

ବାହାର ଲିଙ୍କ୍ ସମ୍ପାଦନା