ବିଭୂତି ଭୂଷଣ ହରିଚନ୍ଦନ

ଓଡ଼ିଆ ରାଜନୀତିଜ୍ଞ

ବିଭୂତି ଭୂଷଣ ହରିଚନ୍ଦନ (ଜନ୍ମ: ୩ ଫେବୃଆରୀ ୧୯୪୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ବିଭୂତି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ବିଭୂତି ଭୂଷଣ ହରିଚନ୍ଦନ
Bibhuti Bhusan Harichandan.jpg
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ପର ଅଧିକାରୀରଘୁନାଥ ସାହୁ
ନିର୍ବାଚନ ମଣ୍ଡଳୀଚିଲିକା
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରଘୁନାଥ ସାହୁ
ପର ଅଧିକାରୀପ୍ରଶାନ୍ତ କୁମାର ଜଗଦେବ
ନିର୍ବାଚନ ମଣ୍ଡଳୀଚିଲିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1943-02-03) ୩ ଫେବୃଆରୀ ୧୯୪୩ (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଧଙ୍ଗିନୀ ହରିଚନ୍ଦନ
ବାପା/ବୋଉପର୍ଶୁରାମ ହରିଚନ୍ଦନ (ବାପା)
ସମ୍ପର୍କୀୟବିଶ୍ୱଭୂଷଣ ହରିଚନ୍ଦନ (ଭାଇ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ବିଭୂତି ଭୂଷଣ ହରିଚନ୍ଦନ ୧୯୪୩ ମସିହାର ଫେବୃଆରୀ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଏବଂ ପତ୍ନୀଙ୍କ ନାମ ସୁଧଙ୍ଗିନୀ ହରିଚନ୍ଦନ ।[୧] ବିଭୂତି ପେଶାରେ ପେଶାରେ ଜଣେ ଡାକ୍ତର ।[୧] ତାଙ୍କ ଭାଇ ବିଶ୍ୱ ଭୂଷଣ ହରିଚନ୍ଦନ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଏବେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଛନ୍ତି ।

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ବିଭୂତି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଚିଲିକା ଭାରତୀୟ ଜନତା ପାର୍ଟି
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଚିଲିକା ଭାରତୀୟ ଜନତା ପାର୍ଟି
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଚିଲିକା ଭାରତୀୟ ଜନତା ପାର୍ଟି

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Bibhuti Bhusan Harichandan". odishaassembly.nic.in. Odisha Assembly. Retrieved 21 May 2020.