ବିଭୁ ପ୍ରସାଦ ରାଉତରାୟ
ବିଭୁ ପ୍ରସାଦ ରାଉତରାୟ ଜଣେ ଭାରତୀୟ ଓକିଲ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ।[୧][୨]
ବିଭୁ ପ୍ରସାଦ ରାଉତରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ହେବା ପୂର୍ବରୁ ଓଡ଼ିଶା ବରିଷ୍ଠ ବିଚାରପତି ସେବା (The Orissa Superior Judicial Service) କ୍ୟାଡରରେ ନବରଙ୍ଗପୁର ଏବଂ ବ୍ରହ୍ମପୁରରେ ଜିଲ୍ଲା ଓ ଦୌରା ଜଜ ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି ।[୩][୪]
୦୮।୧୧।୨୦୧୯ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ ସେ ପଦୋନ୍ନତି ପାଇଛନ୍ତି ।[୩][୫][୬]
ଆଧାର
ସମ୍ପାଦନା- ↑ "NOTIFICATION" (PDF). images.assettype.com. Retrieved 21 December 2024.
- ↑ archive, From our online (9 November 2019). "Justice Bibhu Routray takes oath". The New Indian Express (in ଇଂରାଜୀ). Retrieved 21 December 2024.
- ↑ ୩.୦ ୩.୧ Bureau, O. B. (2019-11-07). "Bibhu Routray Appointed Orissa HC Judge". Odisha Bytes (in ଆମେରିକୀୟ ଇଂରାଜୀ). Retrieved 2024-12-21.
- ↑ "Former Judges | District and Sessions Court, Ganjam at Berhampur | India". ganjam.dcourts.gov.in/. Retrieved 21 December 2024.
- ↑ "(List of Judges arranged according to date of initial appointment)" (PDF). cdnbbsr.s3waas.gov.in/. Retrieved 21 December 2024.
- ↑ Saxena, Akshita (7 November 2019). "Centre Appoints Bibhu Prasad Routray As Judge Of Orissa HC". www.livelaw.in (in ଇଂରାଜୀ). Retrieved 21 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |