ବିନୋଦ ନନ୍ଦ

ଓଡ଼ିଆ କଥାଚିତ୍ର ଗୀତିକାର

ବିନୋଦ ନନ୍ଦ(୦୨/୦୯/୧୯୫୫- ୦୯/୧୧/୨୦୧୭), ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ଥିଲେ । ସେ "ଝୁମୁକା ଟିକେ ତୁ ତ ହଲେଇ ଦେ", "ଯାହାକୁ ମୁଁ ଏତେ ଭଲ ପାଉଛି", "ପ୍ରିୟା ମୋ’ର ଏ କି କଲ" ଆଦି ଲୋକପ୍ରିୟ ଗୀତ ରଚନା କରିଥିଲେ । ଗୀତ ରଚନା ବ୍ୟତିତ ଚଳଚ୍ଚିତ୍ର କାହାଣୀ ରଚନା, ନିର୍ଦ୍ଦେଶନା,[୧] ପ୍ରଯୋଜନା, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ଆଦିରେ ସେ ମନୋନିବେଶ କରିଥିଲେ । ଚଳଚ୍ଚିତ୍ର ଭିନ୍ନ ସାହିତ୍ୟ ରଚନା ଓ ପ୍ରକାଶନାରେ ମଧ୍ୟ ସେ ବ୍ରତି ଥିଲେ ।[୨]

ବିନୋଦ ନନ୍ଦ
ଜନ୍ମ(1955-09-02)୨ ସେପ୍ଟେମ୍ବର ୧୯୫୫
ମୃତ୍ୟୁ୯ ନଭେମ୍ବର ୨୦୧୭(2017-11-09) (ବୟସ ୬୨)
ପ୍ରସିଦ୍ଧିଗୀତିକାର
ସନ୍ତାନବିବେକ

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଓଡ଼ିଆ କଥାଚିତ୍ରକୁ ଅବଦାନ ସମ୍ପାଦନା

ଗୀତ ରଚନା ସମ୍ପାଦନା

କାହାଣୀ ସମ୍ପାଦନା

ନିର୍ଦ୍ଦେଶନା ସମ୍ପାଦନା

  • ପ୍ରତିଶୋଧ ଅପରାଧ ନୁହେଁ[୪]

ସାହିତ୍ୟ ସର୍ଜନା ସମ୍ପାଦନା

  • ପ୍ରେମ ଓ ଉପହାର(ଉପନ୍ୟାସ)
  • ବୁଲବୁଲ(ପତ୍ରିକା)
  • ଚିତ୍ରପରୀ(ପତ୍ରିକା)[୫]

ଆଧାର ସମ୍ପାଦନା

  1. Indian Cinema. Directorate of Film Festivals, Ministry of Information and Broadcasting. 1990.
  2. http://sambad.in/state/binod-nanda-passes-away-24674/
  3. "ଚିହ୍ନା ଅଚିହ୍ନା". ନିତିଦିନ 'ନଜର୍'. Retrieved 7 May 2017.[permanent dead link]
  4. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 293–. ISBN 978-1-135-94318-9.
  5. ସମାଜ ୧୦/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ https://samajaepaper.in/pagezoomsinwindows.php?img=https://samajaepaper.in/epaperimages//10112017//10112017-md-ct-1.jpg&id=19495&boxid=1011201723435193&cid=4&mod=1&pagenum=0. Retrieved 10 November 2017. {{cite news}}: Missing or empty |title= (help)