ବିଜୟ କିଶୋର ରାୟ
ବିଜୟ କିଶୋର ରାୟ (ଜନ୍ମ: ୧ ଜୁଲାଇ ୧୯୧୭) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ପେଶା
ସମ୍ପାଦନାବିଜୟ କିଶୋର ରାୟଙ୍କ ଜନ୍ମ ୧ ଜୁଲାଇ ୧୯୧୭ ତାରିଖରେ ହୋଇଥିଲା । ଜଣେ ମେଧାବୀ ଛାତ୍ର ଭାବେ ସେ ୧୯୪୧ରେ କଳା ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ୧୯୪୪ରେ ଆଇନ ଡିଗ୍ରୀ ପ୍ରାପ୍ତ କରିଥିଲେ । ଶ୍ରୀ ରାୟ ୧୯୪୬ରେ ଏହି ପେଶାରେ ଯୋଗଦେଲେ ଏବଂ ୧୯୪୯ରେ ଓଡିଶା ଉଚ୍ଚନ୍ୟାୟଳୟର ଆଡଭୋକେଟ ଭାବେ ଯୋଗ ଦେଲେ । ତାଙ୍କ ପେଶାଗତ ଜୀବନରେ ଶ୍ରୀ ରାୟ ୧୯୫୬ରୁ ୧୯୬୨ ପର୍ଯ୍ୟନ୍ତ ଛଅ ବର୍ଷ ମଧୁସୂଦନ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ।
ଶ୍ରୀ ରାୟ ୩.୧.୧୯୭୨ ରୁ ୩୦.୬.୧୯୭୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-06.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |