ବିଜରୀ ବର୍କତୁଲ୍ଲାଃ

ବଙ୍ଗଳାଦେଶର ଅଭିନେତ୍ରୀ

ବିଜରୀ ବର୍କତୁଲ୍ଲାଃ ଜଣେ ବଙ୍ଗଳାଦେଶୀ ଦୂରଦର୍ଶନ ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ ।[୧][୨][୩]

ବିଜରୀ ବର୍କତୁଲ୍ଲାଃ‌
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାନୁଷ୍ଠାନଢାକା ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୮-ଏବେଯାଏଁ
ବୈବାହିକ-ସାଥୀs
  • (m. ୨୦୧୩)
  • (m. ୧୯୯୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ପିତାମାତାs
  • ମହମ୍ମଦ ବର୍କତୁଲ୍ଲାଃ‌ (father)
  • ଜୀନାତ୍ ବର୍କତୁଲ୍ଲାଃ‌ (mother)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବିଜରୀ ବର୍କତୁଲ୍ଲାଃ ଢାକା ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ହାସଲ କରିଥିଲେ ।[୪][୫]

ଅଭିନୟ ଜୀବନ ସମ୍ପାଦନା

ବର୍କତୁଲ୍ଲାଃ ୧୯୯୮ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଡ୍ରାମା ଥିଲା ସୁଖେର ଛାରପତ୍ରୋ, ଯାହାର ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବାପା ମହମ୍ମଦ ବର୍କତୁଲ୍ଲାଃ ।[୬][୭][୮] ୧୯୯୩ରୁ ୧୯୯୪ ମସିହା ପର୍ଯ୍ୟନ୍ତ ପ୍ରସାରିତ ହୋଇଥିବା ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକ କଥାଉ କେଉ ନେଇ ତାଙ୍କୁ ବଙ୍ଗଳାଦେଶରେ ଲୋକପ୍ରିୟ କରାଇଥିଲା । ପରେ ସେ ଅବଦୁସ ସତ୍ତରଙ୍କ ନିର୍ଦ୍ଦେଶିତ ଧାରାବାହିକ ମେଘ କଲୋରେ ମହଫୁଜ୍ ଅହମ୍ମଦଙ୍କ ସହିତ ଅଭିନୟ କରିଥିଲେ । ସେ ଜାହିର ରିହାନଙ୍କ କଥାଚିତ୍ର ଜୀବନ ଥେକେ ନେୟା ଉପରେ ଆଧାରିକ ଏକ ନାଟକରେ ମଧ୍ୟ ଅଭିନୟ କରିଥିଲେ ।[୮] ସେ ମଡେଲିଂ ଏବଂ ନୃତ୍ୟ କ୍ଷେତ୍ରରେ ମଧ୍ୟ ସକ୍ରିୟ ଅଛନ୍ତି ।[୮]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ବିଜରୀ ବର୍କତୁଲ୍ଲାଃଙ୍କ ବାପା ମହମ୍ମଦ ବର୍କତୁଲ୍ଲାଃ ଜଣେ ବଙ୍ଗଳାଦେଶୀ ଦୂରଦର୍ଶନ ନିର୍ଦ୍ଦେଶକ ତଥା ପ୍ରଯୋଜକ[୯] ଏବଂ ତାଙ୍କ ମାଆ ଜୀନାତ୍ ବର୍କତୁଲ୍ଲାଃ ଜଣେ ବଙ୍ଗଳାଦେଶୀ ନର୍ତ୍ତକୀ ତଥା ଦୂରଦର୍ଶନ ଅଭିନେତ୍ରୀ, ଯିଏକି ୨୦୦୮ ମସିହାରେ ବଙ୍ଗଳାଦେଶ ଶିଳ୍ପକଳା ଏକାଡେରମୀ ପୁରସ୍କାର ମଧ୍ୟ ପାଇଛନ୍ତି ।[୧୦][୧୧] ତାଙ୍କ ଭଉଣୀ କାଜରି ବର୍କତୁଲ୍ଲାଃ ଜଣେ ପ୍ରଯୋଜିକା ତଥା ଉପସ୍ଥାପିକା ।[୯]

ସେ ୧୯୯୫ ମସିହାରେ ବଙ୍ଗଳାଦେଶର ଜଣେ ସଙ୍ଗୀତକାର ସୌକତ ଅଲ୍ଲୀ ଏମନଙ୍କୁ ବିବାହ କରିଥିଲେ ।[୧] ଏହି ଦମ୍ପତିଙ୍କ ଗୋଟିଏ କନ୍ୟା ସନ୍ତାନ ଅଛି ଏବଂ ଉଭୟଙ୍କ ମଧ୍ୟରେ ୨୦୧୨ ମସିହାରେ ବିବାହ ବିଚ୍ଛେଦ ଘଟିଥିଲା ।[୧] ଏହାପରେ ୨୦୧୩ ମସିହାର ଅପ୍ରେଲ ୧୪ ତାରିଖରେ ବର୍କତୁଲ୍ଲାଃ ବଙ୍ଗଳାଦେଶୀ ଅଭିନେତା ଇନ୍ତେଖାବ ଦିନାରଙ୍କୁ ବିବାହ କରିଥିଲେ ।[୧୨]

ଅଭିନୀତ ଧାରାବାହିକ ସମ୍ପାଦନା

  • ଛାରପତ୍ରୋ
  • ଓଃ ବୟ୍ [୮]
  • କୋଥାଉ କେଉ ନେଇ
  • ମେଘ କଲୋ
  • ବତିଘର
  • ଆଉତ୍ରି[୧୩]
  • କର୍ପୋରେଟ୍
  • ମୁଖ ଓ ମୁଖରତ[୮]
  • କଚାକଚି[୧୪]

ଅତିଥି କଳାକାର ସମ୍ପାଦନା

  • ଅନ୍ୟାୟବାଜି

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ মায়ের কাছেই বেশ আছি: বিজরী ["Happy living with mom : Bijori] (in Bengali). Prothom Alo. 2013-01-08. Archived from the original on 2013-01-11. Retrieved 2013-01-08.
  2. "Bjiori still fresh on tv". The Daily Star. 2014-08-23. Retrieved 2017-12-13.
  3. "Bijori". The Daily Star. Retrieved 2019-06-23.
  4. ""I learn from every role I play" … Bijori Barkatullah". The Daily Star. 2015-04-24. Retrieved 2017-12-13.
  5. "Bijori Barkatullah: When beauty complements dramatics". The Daily Star. 2009-05-24. Retrieved 2017-12-13.
  6. "Style Icon - Bijori Barkatullah". The Daily Star. 2015-12-05. Retrieved 2017-12-13.
  7. Tanjila Haq (2010-10-25). "I have lost my interest in serials : Bijori Barkatullah". Daily Sun. Archived from the original on 2013-03-15. Retrieved 2013-01-08.
  8. ୮.୦ ୮.୧ ୮.୨ ୮.୩ ୮.୪ "Bijori: A powerhouse on the small screen". The Daily Star. 2014-01-22.
  9. ୯.୦ ୯.୧ "Medium of love". The Daily Star (in ଇଂରାଜୀ). 2016-03-05. Retrieved 2017-12-13.
  10. "Bangladesh Shilpakala Academy honours leading artistes". The Daily Star (in ଇଂରାଜୀ). 2008-06-27. Retrieved 2017-12-13.
  11. "The Best of Bijori". The Daily Star. 2014-08-23. Retrieved 2017-12-13.
  12. "Most talked about celebs of 2013". The Daily Star. 2013-12-28. Retrieved 2017-12-13.
  13. "Autri on Desh TV tonight". The Daily Star (in ଇଂରାଜୀ). 2009-07-15. Retrieved 2017-12-13.
  14. "Bijori and Intekhab pair up for "Kachhakachhi"". The Daily Star (in ଇଂରାଜୀ). 2016-02-01. Retrieved 2017-12-13.

ବାହ୍ୟ ଲିଙ୍କ୍ | ସମ୍ପାଦନା