ବିକ୍ରାନ୍ତ ଚତୁର୍ବେଦୀ
ଭାରତୀୟ ଅଭିନେତା
ବିକ୍ରାନ୍ତ ଚତୁର୍ବେଦୀ (ଜନ୍ମ: ୧ ଅଗଷ୍ଟ ୧୯୭୪) ଜଣେ ଭାରତୀୟ ଅଭିନେତା ତଥା ଡବିଂ କଳାକାର । ସେ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରିବା ସହିତ ଭାରତୀୟ ଆନିମେସନ୍ ତଥା ହଲିଉଡର ଅନେକ ହିନ୍ଦୀ ଡବିଂ ଓ ଅନ୍ୟାନ୍ୟ ବିଦେଶୀ କଥାଚିତ୍ର ଏବଂ ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱର ଦେଇଛନ୍ତି ।[୩] ସେ ଚକ୍ରବର୍ତ୍ତୀ ଅଶୋକା ସମ୍ରାଟ ଶୀର୍ଷକ ହିନ୍ଦୀ ଧାରାବାହିକରେ ମିର୍ ଖୋରାସନ ଭୂମିକାରେ ଅଭିନୟ କରିଥିଲେ ।[୪]
ବିକ୍ରାନ୍ତ ଚତୁର୍ବେଦୀ | |
---|---|
ଜନ୍ମ | [୧] | ୧ ଅଗଷ୍ଟ ୧୯୭୪
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୯୭–ଏବେଯାଏଁ[୨] |
ଅଭିନୟ ଜୀବନ
ସମ୍ପାଦନାଆନିମେଟେଡ୍ ସିରିଜ୍
ସମ୍ପାଦନାବର୍ଷ | କାର୍ଯ୍ୟକ୍ରମ | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୯ | ଲିଟିଲ୍ କ୍ରିଷ୍ଣା | କଂସ | ହିନ୍ଦୀ | |
୨୦୨୧ | ଦି ଲିଜେଣ୍ଡସ୍ ଅଫ୍ ହନୁମାନ | ସୁଗ୍ରୀବ | ହିନ୍ଦୀ |
ଦୂରଦର୍ଶନ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୮୮-୮୯ | ଆକବର ଦି ଗ୍ରେଟ୍ | ବୈରାମ ଖାନ୍ | ହିନ୍ଦୀ | |
୨୦୦୦-୦୧ | ବିଷ୍ଣୁ ପୁରାଣ | ଦେବର୍ଶୀ ନାରଦ | ହିନ୍ଦୀ | |
୨୦୧୫-୧୬ | ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ | ମୀର୍ ଖୋରାସାନ୍ | ହିନ୍ଦୀ | |
୨୦୧୮-୧୯ | ବିଷ୍ ୟା ଅମ୍ରିତ୍: ସୀତାରା | ରାଜଗୁରୁ ଜ୍ଞାନେନ୍ଦ୍ର | ହିନ୍ଦୀ | |
୨୦୧୧ | ଷ୍ଟେଜ୍ ଅଫ୍ ସିଏଗ୍ ୨୬/୧୧ | ସଫୀଦ ହାଜିଜ୍ | ହିନ୍ଦୀ | ୱେବ୍ ସିରିଜ୍[୫] |
ଆଧାର
ସମ୍ପାଦନା- ↑ "CINTAA – Vikrant Chaturvedi". Cintaa.net. Retrieved 2013-09-12.
- ↑ "Vikrant Chaturvedi | Rage Theatre". Archived from the original on 14 July 2012. Retrieved 28 March 2012.
- ↑ "Vikrant Chaturvedi dubs for Transformers". The Times of India. Archived from the original on 2012-07-12.
- ↑ Vikrant Chaturvedi as Khorasan in Ashoka
- ↑ "State of Siege: 26/11 - Watch Online And Download On Zee5 App". Masalaa News (in ଆମେରିକୀୟ ଇଂରାଜୀ). 2020-04-23. Retrieved 2021-01-25.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିକ୍ରାନ୍ତ ଚତୁର୍ବେଦୀ
- ଟୁଇଟରରେ ବିକ୍ରାନ୍ତ ଚତୁର୍ବେଦୀ