ବିକ୍ରାନ୍ତ ଚତୁର୍ବେଦୀ

ଭାରତୀୟ ଅଭିନେତା

ବିକ୍ରାନ୍ତ ଚତୁର୍ବେଦୀ (ଜନ୍ମ: ୧ ଅଗଷ୍ଟ ୧୯୭୪) ଜଣେ ଭାରତୀୟ ଅଭିନେତା ତଥା ଡବିଂ କଳାକାର । ସେ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରିବା ସହିତ ଭାରତୀୟ ଆନିମେସନ୍ ତଥା ହଲିଉଡର ଅନେକ ହିନ୍ଦୀ ଡବିଂ ଓ ଅନ୍ୟାନ୍ୟ ବିଦେଶୀ କଥାଚିତ୍ର ଏବଂ ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱର ଦେଇଛନ୍ତି ।[୩] ସେ ଚକ୍ରବର୍ତ୍ତୀ ଅଶୋକା ସମ୍ରାଟ ଶୀର୍ଷକ ହିନ୍ଦୀ ଧାରାବାହିକରେ ମିର୍ ଖୋରାସନ ଭୂମିକାରେ ଅଭିନୟ କରିଥିଲେ ।[୪]

ବିକ୍ରାନ୍ତ ଚତୁର୍ବେଦୀ
ଜନ୍ମ (1974-08-01) ୧ ଅଗଷ୍ଟ ୧୯୭୪ (ବୟସ ୪୯)[୧]
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୭–ଏବେଯାଏଁ[୨]

ଅଭିନୟ ଜୀବନ ସମ୍ପାଦନା

ଆନିମେଟେଡ୍ ସିରିଜ୍ ସମ୍ପାଦନା

ବର୍ଷ କାର୍ଯ୍ୟକ୍ରମ ଭୂମିକା ଭାଷା ମନ୍ତବ୍ୟ
୨୦୦୯ ଲିଟିଲ୍ କ୍ରିଷ୍ଣା କଂସ ହିନ୍ଦୀ
୨୦୨୧ ଦି ଲିଜେଣ୍ଡସ୍ ଅଫ୍ ହନୁମାନ ସୁଗ୍ରୀବ ହିନ୍ଦୀ

ଦୂରଦର୍ଶନ ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା ଭାଷା ମନ୍ତବ୍ୟ
୧୯୮୮-୮୯ ଆକବର ଦି ଗ୍ରେଟ୍ ବୈରାମ ଖାନ୍ ହିନ୍ଦୀ
୨୦୦୦-୦୧ ବିଷ୍ଣୁ ପୁରାଣ ଦେବର୍ଶୀ ନାରଦ ହିନ୍ଦୀ
୨୦୧୫-୧୬ ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ମୀର୍ ଖୋରାସାନ୍ ହିନ୍ଦୀ
୨୦୧୮-୧୯ ବିଷ୍ ୟା ଅମ୍ରିତ୍: ସୀତାରା ରାଜଗୁରୁ ଜ୍ଞାନେନ୍ଦ୍ର ହିନ୍ଦୀ
୨୦୧୧ ଷ୍ଟେଜ୍ ଅଫ୍ ସିଏଗ୍ ୨୬/୧୧ ସଫୀଦ ହାଜିଜ୍ ହିନ୍ଦୀ ୱେବ୍ ସିରିଜ୍[୫]

ଆଧାର ସମ୍ପାଦନା

  1. "CINTAA – Vikrant Chaturvedi". Cintaa.net. Retrieved 2013-09-12.
  2. "Vikrant Chaturvedi | Rage Theatre". Archived from the original on 14 July 2012. Retrieved 28 March 2012.
  3. "Vikrant Chaturvedi dubs for Transformers". The Times of India. Archived from the original on 2012-07-12.
  4. Vikrant Chaturvedi as Khorasan in Ashoka
  5. "State of Siege: 26/11 - Watch Online And Download On Zee5 App". Masalaa News (in ଆମେରିକୀୟ ଇଂରାଜୀ). 2020-04-23. Retrieved 2021-01-25.

ବାହାର ଆଧାର ସମ୍ପାଦନା