ବିଅର
ବିଅର ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା, [୧] ଓ ସବୁଠାରୁ ପୁରାତନ [୨][୩][୪][୫] ସୁରାସାର ଜାତୀୟ ପାନୀୟ; ପିଇବା ପାଣି ଓ ଚା' ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ ।[୬] ଏହା ଶର୍କରାର ବ୍ରୁଇଙ୍ଗ ଓ ଫରମେଣ୍ଟେସନ ପ୍ରକ୍ରିୟାକାରଣରୁ ବାହାରି ଥାଏ, ଏହା ମଲ୍ଟ ଶସ୍ୟ ଯଥା, ଯଅ, ଗହମରୁ ବାହାରି ଥାଏ । ଶର୍କରା ଭାବରେ ଦାମ କମ ଥିବାରୁ ମକା ଓ ଚାଉଳ ସାଧାରଣତ ଏହା ସହିତ ମିଶାଯାଇଥାଏ । ଅଧିକାଂଶ ବିଅର ହୋପରେ ମିଶାଯାଇଥାଏ, ଯାହା ବିଅରରେ ପିତା ସୁଆଦ ଦେଇଥାଏ ଓ ଏକ ପ୍ରାକୃତିକ ସଂରକ୍ଷଣ ପାଇଁ ସାହାଯ୍ୟ କରିଥାଏ । ମାନବ ଜଗତର ସବୁଠାରୁ ପୁରାତନ ରଚନାରେ ବିଅରର ଉତ୍ପାଦନ ଓ ବଣ୍ଟନ ବାବଦରେ ବଖଣାଯାଇଛି: ହାମୁରାବିର ନୀତିରେ ବିଅରର ଉତ୍ପାଦନ ଓ ବିଅର ପାର୍ଲର ବାବଦରେ ନୀତିବଳି ଥିଲା ।[୭] "ନିଙ୍କାସିର ମନ୍ତ୍ର",କେତେକ ଶିକ୍ଷିତ ଲୋକଙ୍କ ଚଳଣିରେ ମେସୋପଟାମିଆର ବିଅର ଦେବୀଙ୍କ ପାଇଁ ଏହି ମନ୍ତ୍ରରେ ପ୍ରାର୍ଥନା ଗାନ କରି ବିଅର ପରସାଯାଇଥାଏ । [୮][୯] ଆଜିକାଲି, ବ୍ରୁଇଙ୍ଗ ଶିଳ୍ପ ଏ ଜଗତସାରାର ବଣିଜ ପାଲଟିଛି । ଏଥିରେ ଅନେକ ବହୁଦେଶୀୟ କର୍ପୋରେସନ ଓ ହଜାର ହଜାର ଛୋଟ ଛୋଟ ଉତ୍ପାଦକ ବ୍ରୁପବରୁ ଆରମ୍ଭ କରି ଆଞ୍ଚଳିକ ବ୍ରିଉଋରହିଛନ୍ତି ।

ବିଅରରେ ଆୟତନ ଅନୁସାରେ ୪ %- ୬ % ସୁରସର ଥାଏ । କେତେକ କ୍ଷେତ୍ରରେ ଏହା ୧ %ରୁ ୨୦ % ଯାଏଁ ହୋଇଥାଏ ।
ବିଅର, ବିଅର ପିଉଥିବା ରାଷ୍ଟ୍ରମାନଙ୍କରେ ସାମାଜିକ ଚଳଣିର ଏକ ଭାଗ ହୋଇଥାଏ ଯେଉଁଠାରେ ବିଅର ପର୍ବର ପ୍ରଥା ରହିଛି, ଏହା ସହ ପବ ଚଳଣିରେ ନାନାଦି ପବ କ୍ରଲ ଓ ପବ ଖେଳ ଓ ବାର ବିଲିଆର୍ଡ୍ସ ଆଦି ଖେଳାଯାଇଥାଏ ।
ଇତିହାସ ସମ୍ପାଦନ କରନ୍ତୁ
ବ୍ରୁଇଙ୍ଗ ସମ୍ପାଦନ କରନ୍ତୁ
ଉତ୍ପାଦନ ସମ୍ପାଦନ କରନ୍ତୁ
ପ୍ରକାର ସମ୍ପାଦନ କରନ୍ତୁ
ମାପ ସମ୍ପାଦନ କରନ୍ତୁ
ରଙ୍ଗ ସମ୍ପାଦନ କରନ୍ତୁ
ଶକ୍ତି ସମ୍ପାଦନ କରନ୍ତୁ
ପରସା ସମ୍ପାଦନ କରନ୍ତୁ
ଡ୍ରଟ ସମ୍ପାଦନ କରନ୍ତୁ
ପ୍ୟାକେଜ ସମ୍ପାଦନ କରନ୍ତୁ
ତାପମାତ୍ରା ସମ୍ପାଦନ କରନ୍ତୁ
ଭେସେଲ ସମ୍ପାଦନ କରନ୍ତୁ
ବିଅର ଓ ସମାଜ ସମ୍ପାଦନ କରନ୍ତୁ
ସ୍ୱାସ୍ଥ୍ୟ ଉପରେ ପ୍ରଭାବ
ଖାଦ୍ୟସାର ବିବରଣୀ ସମ୍ପାଦନ କରନ୍ତୁ
ଅନ୍ୟାନ୍ୟ ପାନୀୟ ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ "Volume of World Beer Production". European Beer Guide. Retrieved 17 October 2006.
- ↑ Rudgley, Richard (1993). The Alchemy of Culture: Intoxicants in Society. London: British Museum Press;. ISBN 978-0714117362.
{{cite book}}
: CS1 maint: extra punctuation (link) - ↑ Arnold, John P (2005). Origin and History of Beer and Brewing: From Prehistoric Times to the Beginning of Brewing Science and Technology. Cleveland, Ohio: Reprint Edition by BeerBooks. ISBN 0-9662084-1-2.
- ↑ Joshua J. Mark (2011). Beer. Ancient History Encyclopedia.
- ↑ World's Best Beers: One Thousand ... – Google Books. books.google.com. 2009-10-06. ISBN 9781402766947. Retrieved 2010-08-07.
- ↑ Nelson, Max (2005). The Barbarian's Beverage: A History of Beer in Ancient Europe. Abingdon, Oxon: Routledge. p. 1. ISBN 0-415-31121-7. Retrieved 2010-09-21.
- ↑ "Beer Before Bread". Alaska Science Forum #1039, Carla Helfferich. Retrieved 13 May 2008.
- ↑ "Nin-kasi: Mesopotamian Goddess of Beer". Matrifocus 2006, Johanna Stuckey. Retrieved 13 May 2008.
- ↑ Black, Jeremy A.; Cunningham, Graham; Robson, Eleanor (2004). The literature of ancient Sumer. Oxford: Oxford University Press. ISBN 0-19-926311-6.
{{cite book}}
: CS1 maint: multiple names: authors list (link)
ଗ୍ରନ୍ଥ ସୂଚି ସମ୍ପାଦନ କରନ୍ତୁ
- Dumper, Michael; Stanley, Bruce E. (2007). Cities of the Middle East and North Africa: A Historical Encyclopedia. ABC-CLIO. ISBN 9781576079195..
- Archeological Parameters For the Origins of Beer. Thomas W. Kavanagh.
- The Complete Guide to World Beer, Roger Protz. ISBN 1-84442-865-6.
- The Barbarian's Beverage: a history of beer in ancient Europe, Max Nelson. ISBN 0-415-31121-7.
- The World Guide to Beer, Michael Jackson. ISBN 1-85076-000-4
- The New World Guide to Beer, Michael Jackson. ISBN 0-89471-884-3
- Beer: The Story of the Pint, Martyn Cornell. ISBN 0-7553-1165-5
- Beer and Britannia: An Inebriated History of Britain, Peter Haydon. ISBN 0-7509-2748-8
- The Book of Beer Knowledge: Essential Wisdom for the Discerning Drinker, a Useful Miscellany, Jeff Evans. ISBN 1-85249-198-1
- Country House Brewing in England, 1500–1900, Pamela Sambrook. ISBN 1-85285-127-9
- Ale, Beer and Brewsters in England: Women's Work in a Changing World, 1300–1600 , Judith M. Bennett. ISBN 0-19-512650-5
- A History of Beer and Brewing, I. Hornsey. ISBN 0-85404-630-5
- Beer: an Illustrated History, Brian Glover. ISBN 1-84038-597-9
- Beer in America: The Early Years 1587–1840—Beer's Role in the Settling of America and the Birth of a Nation, Gregg Smith. ISBN 0-937381-65-9
- Big Book of Beer, Adrian Tierney-Jones. ISBN 1-85249-212-0
- Gone for a Burton: Memories from a Great British Heritage, Bob Ricketts. ISBN 1-905203-69-1
- Farmhouse Ales: Culture and Craftsmanship in the Belgian Tradition, Phil Marowski. ISBN 0-937381-84-5
- The World Encyclopedia of Beer, Brian Glover. ISBN 0-7548-0933-1
- The Complete Joy of Homebrewing, Charlie Papazian ISBN 0-380-77287-6
- The Brewmaster's Table, Garrett Oliver. ISBN 0-06-000571-8
- Vaughan, J. G.; C. A. Geissler (1997). The New Oxford Book of Food Plants. Oxford University Press. ISBN 0-19-854825-7.
- Bacchus and Civic Order: The Culture of Drink in Early Modern Germany, Ann Tlusty. ISBN 0-8139-2045-0