ବାହୁଳା
ବାହୁଳା , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ଦିନାଜପୁର ସବ୍ଡିଭିଜନ ଅନ୍ତର୍ଗତ ଅଣ୍ଡାଳ ଥାନା [୧]
ବାହୁଲା
বহুলা | |
---|---|
Town | |
Country | India |
State | West Bengal |
District | Barddhaman |
Population (2001) | |
• Total | ୧୬,୨୬୪ |
Languages | |
Time zone | UTC+5:30 (IST) |
PIN | 713322 |
Telephone code | 91 341 2666 |
Lok Sabha constituency | Asansol |
Website | bardhaman |
ଅଞ୍ଚଳରେ ଥିବା ଏକ ଗ୍ରାମ ।
ଭୌଗୋଳିକ ଅବସ୍ଥିତି
ସମ୍ପାଦନାବହୁଳାର ଭୌଗୋଳିକ ଅବସ୍ଥିତି 23°39′27″N 87°11′46″E / 23.657419°N 87.195974°E.
ଆଶଂସୋଲ ଓ ଦୁର୍ଗାପୁର ଅଞ୍ଚଳରେ 2ଟି ବିଶାଳ ନଦୀ ସାମନ୍ତରାଳ ଭାବରେ ପ୍ରବାହିତ । ଦୁଇ ନଦୀ ମଧ୍ୟରେ ହାରାହାରି ଦୁରତ୍ୱ 30 କିଲୋମିଟର ରହିଥାଏ । ଏହି ଅଞ୍ଚଳଟି ଆବହମାନ କାଳରୁ ଘଞ୍ଚ ଅରଣ୍ୟରେ ପରିୟପୂର୍ଣ ରହିଛି । ଏଠାରେ ଡକାଯତମାନେ ଟଙ୍କାରା ଆଧିପତ୍ୟ ବିସ୍ତାର କରିଥାନ୍ତି । ଏହି ଅଞ୍ଚଳରେ କୋଇଲା ଥିବାର ଅବସ୍କୃତ ହେଲା ପରେ ଏହି ଅଞ୍ଚଳରେ ଶିଳ୍ପାୟନ କାର୍ଯ୍ୟ ଆରଭ ହେଇଥିଲା ଓ ଫଳତଃ ଅନେକ ଜଙ୍ଗଲ ସଫା କରାଯାଇ ଶିଳ୍ପାନୁଷ୍ଠାନ ମାନ ଗଢ଼ି ଉଠିଥିଲା .[୨]
Demographics
ସମ୍ପାଦନାସେମିଲିଗୁଡାର ଜନସଂଖ୍ୟା 2011 ଜନଗଣନାରେ[୩] 16,264 ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 55% ହେଇଥିବା ସମୟରେ ମହିଳା ସଂଖ୍ୟା 45% ଥିଲା । ଏଠାକାର ସାକ୍ଷ୍ୟରତା ହାର 58% ଥିଲା ଯାହା ଜାତୀୟର ହାର59.5%ଠାରୁ କମ । ଏଠାରେ 6 ବର୍ଷରୁ କମ ସଂଖ୍ୟା 13.% ରହିଥିଲା ।
ଶକ୍ତି ପିଠ
ସମ୍ପାଦନାଏହା ପୁରାଣ ବରଣିତ 51ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ । [୪]
ଅର୍ଥନୈତିକ ସ୍ଥିତି
ସମ୍ପାଦନାଏହି ଅଞ୍ଚଳରେ କୋଇଲା ଖଣି ଥିବାରୁ ତାହା ସ୍ଥାନୀୟ ଆଦିବାସୀ ବକ ଜୀବିକା ପାଇଁ ମୁଖ୍ୟ ଅବଦାନ ଦେଇଥାଏ । [୫] ଏହା ସହ କିଛି ଇଂଜିନିଯରିଂ କାର୍ମଶାଳା ମଧ୍ୟ ରହିଛି । .[୬]
ଶିକ୍ଷା
ସମ୍ପାଦନାବାହୁଳାରେ ପ୍ରାଥମିକ ଓ ଉଛ ମାଧ୍ଯମିକ ସ୍ତରର ହାଇ ସ୍କୁଲ ରହିଛି । [୭]
ଆଧାର ସମୂହ
ସମ୍ପାଦନା- ↑ District-wise list of stautory towns Archived September 30, 2007, at the Wayback Machine.
- ↑ Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.), ଛାଞ୍ଚ:Bn icon, Vol I, pp 14-15, Radical Impression. ISBN 81-85459-36-3
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ 3 Bahula, on the banks of Ajay river at Ketugram, 8 km from Katwa, https://en.wikipedia.org/wiki/Shakti_Peetha
- ↑ Parliament Questions
- ↑ Chattopadhyay, Akkori, p 364
- ↑ 7th All-India School Education Survey 2003