ବାହବିଜ ଦୋରାବଜୀ

ଭାରତୀୟ ଅଭିନେତ୍ରୀ

ବାହବିଜ ଦୋରାବଜୀ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକାରେ କାମ କରନ୍ତି ।[][]

ବାହବିଜ ଦୋରାବଜୀ
୨୦୧୬ ମସିହାରେ ପ୍ରାଇଡ୍ ଗାଲାଣ୍ଟ୍ରି ପୁରସ୍କାର ଉତ୍ସବରେ ବାହବିଜ ଦୋରାବଜୀ
ଜନ୍ମ (1985-11-28) ୨୮ ନଭେମ୍ବର ୧୯୮୫ (ବୟସ ୩୮)[]
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ
ପ୍ରସିଦ୍ଧିପ୍ୟାର୍ କି ୟେ ଏକ୍ କାହାନୀରେ ପାଞ୍ଚି ଦୋବ୍ରିୟାଲ
ବୈବାହିକ-ସାଥୀ
ବିବିଆନ ଦଶେନା
(m. ୨୦୧୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ଅଭିନୟ ଜୀବନ

ସମ୍ପାଦନା

୨୦୧୦ ମସିହାରେ, ସେ ପ୍ୟାର୍ କୀ ୟେ ଏକ୍ କାହାନୀ ଜରିଆରେ, ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।[][] ୨୦୧୩ ମସିହାରେ, ସେ ସରସ୍ୱତୀଚନ୍ଦ୍ର ଧାରାବାହିକରେ କାମ କରିଥିଲେ ।[] ସେ ହିନ୍ଦୀ ଧାରାବାହିକ ବହୂ ହମାରୀ ରଜନୀ କାନ୍ତରେ ମ୍ୟାଗି ଭୂମିକାରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ସେ ପୁଣେ, ମହାରାଷ୍ଟ୍ରରେ ଏକ ପାର୍ସି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜାହାଙ୍ଗୀର ଦୋରାବଜୀ ଓ ମାଆ ଫିରୋଜ ଦୋରାବଜୀ । ୨୦୧୩ ମସିହାରେ, ସେ ପ୍ୟାର୍ କୀ ଏକ୍ କାହାନୀରେ ତାଙ୍କ ସହିତ କାମ କରିଥିବା ତାଙ୍କର ସହ-ଅଭିନେତା ବିବିଆନ ଦଶେନାଙ୍କୁ ସେ ବିଭାନ କରିଥିଲେ । ୨୦୧୭ ମସିହାରେ, ଉଭୟଙ୍କର ବିବାହ-ବିଚ୍ଛେଦ ହୋଇଥିଲା ।

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚେନାଲ୍ ଆଧାର
୨୦୧୦–୨୦୧୧ ପ୍ୟାର୍ କି ୟେ ଏକ୍ କାହାନୀ ପଞ୍ଚି ଡୋବ୍ରିୟାଲ୍ ଷ୍ଟାର୍ ୱାନ୍
୨୦୧୩ ସାବିତ୍ରୀ ବିଶକାମିନୀ ଲାଇଫ୍ ଓକେ
ସରସ୍ୱତୀଚନ୍ଦ୍ରା ଅଲକ କିଶୋରୀ ଧର୍ମାଧିକାରୀ ଷ୍ଟାର୍ ପ୍ଲସ୍
୨୦୧୬–୨୦୧୭ ବହୁ ହମାରୀ ରଜନୀକାନ୍ତ ମ୍ୟାଗି ଲାଇଫ୍ ଓକେ
୨୦୨୧ ହିକ୍କପସ୍ ଆଣ୍ଡ୍ ହୁକ୍ଅପ୍‌ସ୍ ୱେବ୍ ସିରିଜ୍ ଲାୟନ୍ସଗେଟ୍ ପ୍ଲେ
  1. "Vahbiz Dorabjee's solo birthday trip photos are giving us vacation goals". The Times of India. 6 December 2019.
  2. Neha Maheshwri (2012-11-18). "Vahbbiz Dorabjee and Vivian Dsena set to tie the knot". The Times of India. Archived from the original on 2014-01-16. Retrieved 2014-04-13.
  3. Saadia S Dhailey (2011-12-19). "Vivian D'sena, Vahbbiz Dorabjee's first X'mas together". The Times of India. Archived from the original on 2014-01-16. Retrieved 2014-04-13.
  4. Akash Wadhwa (2011-10-11). "Vahbbizs name trouble!". The Times of India. Archived from the original on 2014-01-16. Retrieved 2014-04-13.
  5. "PKYEK is a trendsetter, Panchi Story, Recap, Discussion forums & more on StarOne.in - Official website". Archived from the original on 7 February 2011. Retrieved 9 March 2011.
  6. "Vahbbizz Dorabjee in Saraswatichandra pagal". The Times of India. 2013-07-06. Archived from the original on 2013-07-11. Retrieved 2014-04-13.

ବାହାର ଲିଙ୍କ୍

ସମ୍ପାଦନା