ବାଭିତ୍ରା

ଭାରତୀୟ ଅଭିନେତ୍ରୀ

ବାଭିତ୍ରା ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ୍ ଓ ଉପସ୍ଥାପିକା, ଯିଏକି ଭିଜେ ବାଭିତ୍ରା ଭାବରେ ଜଣାଶୁଣା । ସେ ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ ଓ ଦୂରଦର୍ଶନରେ କାମ କରନ୍ତି । ତାମିଲ ଧାରାବାହିକ ନୀଳାର ମୁଖ୍ୟ ଚରତ୍ରରେ ଅଭିନୟ ପାଇଁ ସେ ଜଣାଶୁଣା । ସେ ମିସ୍ ସାଉଥ୍ ଇଣ୍ଡିଆ ବିଉଟି ପେଜେଣ୍ଟ ଜିତିଛନ୍ତି ।[]

ବାଭିତ୍ରା
ଜନ୍ମ (1991-03-23) ୨୩ ମାର୍ଚ୍ଚ ୧୯୯୧ (ବୟସ ୩୩)[]
ଅନ୍ୟ ନାମଭିଜେ ବାଭିତ୍ରା[]
ବୃତ୍ତିସମୂହ
  • ଅଭିନେତ୍ରୀ
  • ଉପସ୍ଥାପିକା
  • ମଡେଲ୍

ଅଭିନୟ ଜୀବନ

ସମ୍ପାଦନା

ବାଭିତ୍ରା ଜଣେ ଏମ୍‌ବିଏ ଗ୍ରାଜୁଏଟ୍ ଏବଂ ମଡେଲିଂ ତଥା ଆଙ୍କରିଂ କରିବା ପୂର୍ବରୁ କର୍ପୋରେଟ୍ କମ୍ପାନୀରେ ତିନିବର୍ଷ ଚାକିରୀ କରିଥିଲେ । ୨୦୧୬ ମସିହାରେ, ସେ ଜଣେ ନାୟିକା ଭାବରେ ୫୦/୫୦ କଥାଚିତ୍ର ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ୱାଣକମ୍ ତମିଜା କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ ସେ ଲୋକପ୍ରିୟତା ପାଇଥିଲେ ଏବଂ ନୀଳା ଧାରାବାହିକ ଜରିଆରେ ଜଣେ ଅଭିନେତ୍ରୀ ଭାବରେ ଦୂରଦର୍ଶନରେ କାମ କରିଥିଲେ ।[][][] ନୀଳା ନୀଳା ଓଡି ବା ୱେବ୍ ସିରିଜ୍‌ରେ ସେ କାମ କରିଛନ୍ତି ।[] ସେ ସିଙ୍ଗାପେନ୍ନାଇରେ ଅଭିନୟ କରିଛନ୍ତି ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୮ ସରକାର - ଅତିଥି କଳାକାର []
୨୦୧୯ ୫୦/୫୦ ସାମନ୍ତା ମୁଖ୍ୟ ନାୟିକା ଭାବରେ ପ୍ରଥମ କଥାଚିତ୍ର []

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ କାର୍ଯ୍ୟକ୍ରମ/ଧାରାବାହିକ ଭୂମିକ ଚେନାଲ୍ ମନ୍ତବ୍ୟ ଆଧାର
୨୦୧୪ ନଟଚତିର କବାଡ଼ି ଉପସ୍ଥାପିକା ସନ୍ ଟିଭି []
୨୦୧୬ ସୋପ୍ପନା ସୁନ୍ଦରୀ ପ୍ରତିଯୋଗୀ ସନ୍ ଲାଇଫ୍ []
ଥମାରାଇ ପୂବରସି ସନ୍ ଟିଭି
୨୦୧୭ ବିରୁନ୍ଧିନାର ପାକ୍କମ୍ ଉପସ୍ଥାପିକା
୨୦୧୭ ସୁରିୟା ୱାଣକ୍କମ୍ []
୨୦୧୮ ୱାଣକମ୍ ତମିଜା []
୨୦୧୮–୨୦୨୨ ନାମ ଇରୁବାର ନାମାକ୍କୁ ଇରୁବାର ତମରାଇ ଷ୍ଟାର୍ ବିଜୟ
୨୦୧୮ ନୀଳା ନୀଳା ଓଡି ବା ଯମୁନା ଭିଉ ୱେବ୍ ସିରିଜ୍ []
୨୦୧୯–୨୦୨୧ ନୀଳା ନୀଳା ଓ ମତି ସନ୍ ଟିଭି ମୁଖ୍ୟ ଭୂମିକା; ଦ୍ୱେତ ଭୂମିକା []
୨୦୨୦ ପଣ୍ଡାବାର ଇଲ୍ଲାମ୍ ନୀଳା ଅତିଥି କଳାକାର
୨୦୨୧–୨୦୨୨ ବୈଦେଗି କାତିରୁନ୍ଦାଲ ଆରତୀ ଷ୍ଟାର୍ ବିଜୟ
୨୦୨୩–ଏବେଯାଏଁ ସିଙ୍ଗାପେନ୍ନାଇ ମିତ୍ରା ସନ୍ ଟିଭି Negative Role

ପୁରସ୍କାର

ସମ୍ପାଦନା
ବର୍ଷ ପୁରସ୍କାର ଫଳାଫଳ ଆଧାର
୨୦୧୭ ମିସ୍ ସାଉଥ୍ ଇଣ୍ଡିଆ ବିଜୟୀ []
  1. ୧.୦ ୧.୧ ୧.୨ ୧.୩ "'சொப்பன சுந்தரி' பவித்ரா மாடலிங்ல இவ்ளோ பெரிய இடத்த அடஞ்சிருக்காங்களா..." [How ’Soppana Sundari’ Bavithra became popular through modeling]. The Indian Express (in ତାମିଲ୍). 13 December 2019. Archived from the original on 31 December 2019. Retrieved 27 March 2020.
  2. ୨.୦ ୨.୧ "Nila fame Bavithra shares throwback pic from her beauty pageant days". The Times of India. 5 September 2019. Archived from the original on 29 September 2019. Retrieved 27 March 2020.
  3. ୩.୦ ୩.୧ Purushothaman, Kirubhakar (9 October 2016). "City model Bavithra to act with Sethu". Deccan Chronicle. Archived from the original on 13 August 2019. Retrieved 27 March 2020.
  4. ୪.୦ ୪.୧ ୪.୨ ୪.୩ "Bavithra is excited about her serial Nila". The Times of India. 18 March 2019. Archived from the original on 10 April 2020. Retrieved 27 March 2020.
  5. ୫.୦ ୫.୧ ୫.୨ "TV anchor Bavithra bags the lead role in Nila". The Times of India. 12 March 2019. Archived from the original on 10 April 2020. Retrieved 27 March 2020.
  6. "என் முகத்துக்கு கர்லிங் ஹேர் செட்டாகலை – 'நிலா' பவித்ரா". Ananda Vikatan (in ତାମିଲ୍). 8 April 2019. Archived from the original on 27 March 2020. Retrieved 27 March 2020.
  7. ୭.୦ ୭.୧ Rajendran, Gopinath (19 July 2018). "Ashwin and Sunainaa's web series, Nila Nila Odi Vaa, to be about vampires". The New Indian Express. Archived from the original on 16 October 2019. Retrieved 9 April 2020.
  8. "Pandavar Illam actress Bavithra joins the cast of 'Singa Pennae". timesofindia.indiatimes.com. 19 October 2023.

ବାହାର ଆଧାର

ସମ୍ପାଦନା