ବାନୋ ଜାହାଙ୍ଗୀର କୋୟାଜୀ

ବାନୋ ଜାହାଙ୍ଗୀର କୋୟାଜୀ (୨୨ ଅଗଷ୍ଟ ୧୯୧୮ – ୧୫ ଜୁଲାଇ ୨୦୦୪) ପରିବାର ନିୟୋଜନ ଓ ଜନସଂଖ୍ୟା ନିୟନ୍ତ୍ରଣରେ ଜଣେ ଭାରତୀୟ ଡାକ୍ତର । ସେ ପୁନେର କିଙ୍ଗ୍ ଏଡୱାର୍ଡ୍ ମେମୋରିଆଲ୍ ଚିକିତ୍ସାଳୟର ନିର୍ଦ୍ଦେଶକ ଥିଲେ ଓ ଭାରତର ତୃତୀୟ ବୃହତ୍ତ ରାଜ୍ୟ ମହାରାଷ୍ଟ୍ରର ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ କାମ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଥିଲେ ।

ବାନୋ ଜାହାଙ୍ଗୀର କୋୟାଜୀ
ଜନ୍ମ(1917-09-07)୭ ସେପ୍ଟେମ୍ବର ୧୯୧୭


[୧]
ମୃତ୍ୟୁ୧୫ ଜୁଲାଇ ୨୦୦୪(2004-07-15) (ବୟସ ୮୬)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଗ୍ରାଣ୍ଟ ଡାକ୍ତରୀ ମହାବିଦ୍ୟାଳୟ ସେଣ୍ଟ୍ ଭିସେଣ୍ଟସ୍ ଉଚ୍ଚ ବିଦ୍ୟାଳୟ, ପୁନେ
ପ୍ରସିଦ୍ଧି
ପୁରସ୍କାର
ବିଜ୍ଞାନୀ ଜୀବନ
କ୍ଷେତ୍ରଔଷଧ
କର୍ମାନୁଷ୍ଠାନKing Edward Memorial Hospital, Pune

ସେ ୧୯୮୯ରେ ପଦ୍ମ ଭୂଷଣ[୨] ଓ ୧୯୯୩ରେ ରମଣ ମାଗାସେସେ ସମ୍ମାନ ପାଇଥିଲେ ।[୩]

ଆଧାର ସମ୍ପାଦନା

  1. "Dr. Banoo Coyaji (1917-2004)". King Edward Memorial Hospital. Archived from the original on 8 August 2013. Retrieved 31 August 2013.
  2. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved July 21, 2015.
  3. "Social worker Banoo Coyaji passes away". Times of India. Archived from the original on 2012-03-08. Retrieved 31 August 2013.