ବାଢ
ବାଢ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ ।
Barh
बाढ़ | |
---|---|
Town | |
Country | India |
State | Bihar |
Division | Patna |
District | Patna |
Elevation | 47 m (154 ft) |
Population (2011) | |
• Total | ୨,୧୬,୩୪୮ |
Languages | |
• Official | Magahi, Hindi |
Time zone | UTC+5:30 (IST) |
PIN | 803212,803213,803214 |
Telephone code | 06132 |
Website | patna |
ଭୌଗଳିକ ଅବସ୍ଥିତି
ସମ୍ପାଦନାବାଢ ୨୫.୪୮୪୪ ଉତ୍ତର ଅକ୍ଷାଂଶ ଓ ୮୫.୭୧୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଢ ସହରର ମୋଟ ଜନସଂଖ୍ୟା ୪୮୪୦୫ ଅଟେ ।[୨] ସେଥି ମଧ୍ୟରୁ ୫୩.୯୧% ଜଣ ପରୁଷ ହୋଇଥିବା ବେଳେ ୪୬.୦୯% ଜଣ ନାରୀ ଅଟନ୍ତି । ବାଢର ସାକ୍ଷରତା ହାର ୫୯.୩୧% ଅଟେ । ଏହା ଜାତୀୟ ହାରଠାରୁ ୫.୫୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୪୪% ପ୍ରତିଶତ ପୁରୁଷ ଓ ୨୩.୮୭% ନାରୀ ଅଟନ୍ତି । ୧୫.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ବାଢର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.