ବାଡ଼ମେର
ବାଡ଼ମେର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ବର୍ମେର୍ ଜିଲ୍ଲାରେ ଅବସ୍ଥିତ ।
Barmer or Mallinath or Malani
"बाड़मेर" "मल्लिनाथ" "मलानी" Mallinath | |
---|---|
City | |
Nickname: Malani | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Barmer |
Founded by | Mallinath |
Area | |
• ସମୁଦାୟ | 28,387 km2 (10,960 sq mi) |
• Rank | No. 5 |
Elevation | 227 m (745 ft) |
Population (2011) | |
• Total | ୧,୮୯,୭୧୫ |
• Density | 92/km2 (240/sq mi) |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 344001 |
ଯାନବାହାନ ପଞ୍ଚୀକରଣ | RJ-04 |
Website | barmer |
ଭୌଗଳିକ ଅବସ୍ଥିତି
ସମ୍ପାଦନାବାଡ଼ମେର ୨୫.୭୪୫୭ ଉତ୍ତର ଅକ୍ଷାଂଶ ଓ ୭୧.୩୯୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଡ଼ମେର ସହରର ମୋଟ ଜନସଂଖ୍ୟା ୬୧୭୨୪ ଅଟେ ।[୨] ସେଥି ମଧ୍ୟରୁ ୫୩.୬୧% ଜଣ ପରୁଷ ହୋଇଥିବା ବେଳେ ୪୬.୩୯% ଜଣ ନାରୀ ଅଟନ୍ତି । ବାଡ଼ମେରର ସାକ୍ଷରତା ହାର ୬୨.୨୧% ଅଟେ । ଏହା ଜାତୀୟ ହାରଠାରୁ ୨.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୯.୩୯% ପ୍ରତିଶତ ପୁରୁଷ ଓ ୨୨.୮୨% ନାରୀ ଅଟନ୍ତି । ୧୭.୨୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ବାଡ଼ମେରର ସରକାରୀ ଭାଷା ଅଟେ ।
ପାଣିପାଗ
ସମ୍ପାଦନାBarmer | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ବାଡ଼ମେରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୪.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୭ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୨୭୦.୬ mm/inches ହୋଇଥାଏ ।
Climate data for Barmer, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 25.6 (78.1) |
28.4 (83.1) |
34.1 (93.4) |
39.1 (102.4) |
41.7 (107.1) |
40.5 (104.9) |
36.7 (98.1) |
35.1 (95.2) |
36.3 (97.3) |
36.9 (98.4) |
32.3 (90.1) |
27.5 (81.5) |
34.6 (94.3) |
ହାରାହାରି ସର୍ବନିମ୍ନ °C (°F) | 10.4 (50.7) |
12.9 (55.2) |
18.7 (65.7) |
24.1 (75.4) |
26.6 (79.9) |
27.5 (81.5) |
26.5 (79.7) |
25.6 (78.1) |
24.7 (76.5) |
22.0 (71.6) |
16.3 (61.3) |
11.7 (53.1) |
20.7 (69.3) |
Average rainfall mm (inches) | 1.2 (0.047) |
2.4 (0.094) |
0.9 (0.035) |
4.1 (0.161) |
11.4 (0.449) |
30.9 (1.217) |
88.0 (3.465) |
91.9 (3.618) |
34.6 (1.362) |
3.5 (0.138) |
1.4 (0.055) |
0.4 (0.016) |
270.6 (10.654) |
ହାରାହାରି ମେଘାତ୍ସନ ଦିବସ | 0.2 | 0.3 | 0.1 | 0.7 | 0.8 | 1.8 | 4.3 | 4.1 | 1.8 | 0.4 | 0.2 | 0.0 | 14.8 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.1 | 0.3 | 0.3 | 0.7 | 1.4 | 1.6 | 2.7 | 2.3 | 1.2 | 0.7 | 0.1 | 0.1 | 11.5
|
ହାରାହାରି କୁହୁଡ଼ି ଘେରା ଦିବସ | 0.2 | 0.2 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.1 | 0.4 |
Source: India Meteorological Department (temperatures and precipitation)[୪][୫] |
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Barmer". Worldweather.wmo.int. 5 October 2006. Retrieved 28 June 2015.
- ↑ "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.