ବାଙ୍ଗନି-ତଗିନ ଭାଷା
ଭାରତର ଭାଷା
ବାଙ୍ଗନି-ତଗିନ ଭାଷା ଏକ ଭାରତୀୟ ଭାଷା ଅଟେ । ଏହା ପଶ୍ଚିମ ଡାଫଲା ଓ ତଗିନ ଭାବରେ ମଧ୍ୟ ପରିଚିତ । ଭାରତର ଅରୁଣାଚଳ ପ୍ରଦେଶ ଓ ତିବ୍ଦତର କିଛି ଅଞ୍ଚଳରେ ପ୍ରଚଳିତ ଏହା ଏକ ଚୀନ-ତିବ୍ଦତୀୟ ଭାଷା ଅଟେ ।[୨]
ବାଙ୍ଗନି-ତଗିନ ଭାଷା | |
---|---|
Native to | ଭାରତ, ଚାଇନା |
ଅଞ୍ଚଳ | ଅରୁଣାଚଳ ପ୍ରଦେଶ, ତିବ୍ଦତ |
ମାତୃଭାଷୀ | [୧] |
ଚୀନ-ତିବ୍ଦତ
| |
ବୋଲି |
|
ଭାଷା କୋଡ୍ | |
ISO ୬୩୯-୩ | Variously: tgj – ତଗିନ nbt – ନାଃ njz – ନ୍ୟିଶି |
ଗ୍ଲୋଟୋଲୋଗ | tagi1241 Taginnaaa1245 Nabang1338 Bangni, docked to retired code |
ଷ୍ଟୁଆର୍ଟ ବ୍ଲାକବର୍ନ କହିଛନ୍ତି ଯେ ମରାର ୩୫୦ ଜଣ ବକ୍ତା "ସବୁବେଳେ ଭୁଲ ଭାବରେ, ତଗିନର ପ୍ରଶାସନିକ ଲେବଲ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ମ୍ରା ବାଙ୍ଗନି-ତଗିନର ଏକ ସ୍ୱତନ୍ତ୍ର ଉପଭାଷା ନା ସମ୍ପୂର୍ଣ୍ଣ ଭିନ୍ନ ତାନି ଭାଷା ତାହା ସ୍ପଷ୍ଟ ହୋଇନାହିଁ ।
ଆଧାର
ସମ୍ପାଦନା- ↑ "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
- ↑ Post, Mark W. (2013). Defoliating the Tani Stammbaum: An exercise in areal linguistics. Retrieved 2 February 2020 – via academia.edu. Paper presented at the 13th Himalayan Languages Symposium. Canberra, Australian National University, 9 August 2013.