ବାଙ୍କୁରା
ବାଙ୍କୁରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ବଙ୍କୁର ଜିଲ୍ଲାରେ ଅବସ୍ଥିତ ।
Bankura
বাঁকুড়া | |
---|---|
City | |
Country | India |
State | West Bengal |
District | Bankura |
Elevation | 78 m (256 ft) |
Population (2011) | |
• Total | ୧,୩୮,୦୩୬ |
Languages | |
• Official | Bengali, English |
Time zone | UTC+5:30 (IST) |
PIN | 722101 |
Telephone code | 03242 |
Lok Sabha constituency | Bankura |
Vidhan Sabha constituency | Bankura |
Website | www |
ଭୌଗଳିକ ଅବସ୍ଥିତି
ସମ୍ପାଦନାବାଙ୍କୁରା ୨୩.୨୩୨୪ ଉତ୍ତର ଅକ୍ଷାଂଶ ଓ ୮୭.୦୭୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୮୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଙ୍କୁରା ସହରର ମୋଟ ଜନସଂଖ୍ୟା ୧୨୮୮୧୧ ଅଟେ ।[୨] ସେଥି ମଧ୍ୟରୁ ୫୧.୫୦% ଜଣ ପରୁଷ ହୋଇଥିବା ବେଳେ ୪୮.୫୦% ଜଣ ନାରୀ ଅଟନ୍ତି । ବାଙ୍କୁରାର ସାକ୍ଷରତା ହାର ୭୩.୮୬% ଅଟେ । ଏହା ଜାତୀୟ ହାରଠାରୁ -୯.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୫୭% ପ୍ରତିଶତ ପୁରୁଷ ଓ ୩୨.୨୯% ନାରୀ ଅଟନ୍ତି । ୧୦.୩୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାବଙ୍ଗାଳୀ ବାଙ୍କୁରାର ସରକାରୀ ଭାଷା ଅଟେ ।
ପାଣିପାଗ
ସମ୍ପାଦନାBankura | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ବାଙ୍କୁରାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୭ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୧୦.୬ mm/inches ହୋଇଥାଏ ।
Climate data for Bankura, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 26.5 (79.7) |
29.1 (84.4) |
34.0 (93.2) |
38.0 (100.4) |
38.9 (102) |
36.9 (98.4) |
33.7 (92.7) |
33.2 (91.8) |
33.5 (92.3) |
32.4 (90.3) |
29.7 (85.5) |
26.7 (80.1) |
32.7 (90.9) |
ହାରାହାରି ସର୍ବନିମ୍ନ °C (°F) | 11.9 (53.4) |
15.1 (59.2) |
19.4 (66.9) |
23.7 (74.7) |
25.7 (78.3) |
26.0 (78.8) |
25.4 (77.7) |
25.2 (77.4) |
24.9 (76.8) |
22.6 (72.7) |
18.1 (64.6) |
12.6 (54.7) |
20.8 (69.4) |
Average rainfall mm (inches) | 17.5 (0.689) |
23.7 (0.933) |
31.7 (1.248) |
40.2 (1.583) |
87.7 (3.453) |
228.4 (8.992) |
342.7 (13.492) |
342.0 (13.465) |
276.6 (10.89) |
092.6 (3.646) |
016.6 (0.654) |
010.5 (0.413) |
୧,୫୧୦.୬ (୫୯.୪୭୨) |
ହାରାହାରି ମେଘାତ୍ସନ ଦିବସ | 1.8 | 3.0 | 3.6 | 4.0 | 6.7 | 12.6 | 19.6 | 20.3 | 14.7 | 6.3 | 1.9 | 0.8 | 95.2 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.0 | 0.2 | 0.0 | 0.3 | 0.3 | 0.9 | 0.5 | 0.7 | 0.4 | 0.1 | 0.1 | 0.0 | 3.7
|
ହାରାହାରି କୁହୁଡ଼ି ଘେରା ଦିବସ | 0.4 | 0.2 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.1 | 0.1 | 0.1 | 0.7 |
Source: India Meteorological Department (temperatures and precipitation)[୪][୫] |
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Bankura". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.