ବାଙ୍କା ଭାରତୀୟ ରାଜ୍ୟ ବିହାରର ଏକ ମୁନିସିପାଲିଟି ସହର । ଏହା ବଙ୍କା ଜିଲ୍ଲାର ମୁଖ୍ୟାଳୟ । ବଙ୍କା କହିଲେ ବିହାରୀ ଭାଷାରେ ସାହସୀକୁ ବୁଝାଏ । 

Banka
City
Country India
StateBihar
DivisionBhagalpur
DistrictBanka
Elevation
79 m (259 ft)
Population
 (2001)
 • Total୩୫,୪୧୬
Languages
Time zoneUTC+5:30 (IST)
PIN
813102
Telephone code91 6424
ଯାନବାହାନ ପଞ୍ଚୀକରଣBR-51
Sex ratio1.17 /
Websitewww.banka.bih.nic.in

ଜନସଂଖ୍ୟା 

ସମ୍ପାଦନା

2001 ମସିହା ଜନଗଣନା ନାସୁସାରେ ବାଙ୍କାର ଜନସଂଖ୍ୟା 35.416 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା 54 % ଥିବା ବେଳେ ମହିଳା ସଂଖ୍ୟା 46 % ଥିଲା ।ଏଠାରେ ସାକ୍ଷ୍ୟରତା ହାର 55 % ଥିଲା ଯାହା ସେ ସମୟର ଜାତୀୟ ହାରଠାରୁ କମ ରହିଥିଲା । 6 ବର୍ଷରୁ କମ ଆବାଦୀ16 % ରହିଥିଲା । 

ବାହାର ଲିଙ୍କ 

ସମ୍ପାଦନା