ବାଏ ବାଏ ଦିଲ୍

୨୦୨୨ ଓଡ଼ିଆ କଥାଚିତ୍ର

ବାଏ ବାଏ ଦିଲ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟଲକ୍ଷ୍ମୀ ମିଶ୍ର । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସୁବ୍ରତ । କୁନାଲ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ବାଏ ବାଏ ଦିଲ୍
ନିର୍ଦ୍ଦେଶକକୁନାଲ ପଟ୍ଟନାୟକ
ପ୍ରଯୋଜକଜୟଲକ୍ଷ୍ମୀ ମିଶ୍ର
ସଂଳାପସୁବ୍ରତ, କୁନାଲ ପଟ୍ଟନାୟକ
ଚିତ୍ରନାଟ୍ୟକୁନାଲ ପଟ୍ଟନାୟକ
କାହାଣୀକୁନାଲ ପଟ୍ଟନାୟକ
କଳାକାରରାଜ୍
ପଲ୍ଲବୀ
ପ୍ରୀତିରାଜ ଶତପଥୀ
ଜୀବନ ପଣ୍ଡା
ସଙ୍ଗୀତଟୁନା, ଉନା
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ସମ୍ପାଦକଦେବୀ ପ୍ରସାଦ କର
ମୁକ୍ତିଲାଭ ତାରିଖ
୩୧ ଜୁଲାଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ୍, ପଲ୍ଲବୀ ଓ ସାଶା ।[୧] ପ୍ରୀତିରାଜ ଶତପଥୀ, ଜୀବନ ପଣ୍ଡା, ରାମ ବାବୁ, ଜୟଲକ୍ଷ୍ମୀ, ଶମ୍ଭୁ, ଆଶିଷ, ଟୁଲୁ, ବିଟୁ, କୁନାଲ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୩୧ ତାରିଖରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ବାଏ ବାଏ ଦିଲ୍
କଥାଚିତ୍ର ଗୀତ ଆଲବମ୍ by
ଟୁନା, ଉନା
ମୁକ୍ତିଲାଭ ତାରିଖ୬ ଜୁଲାଇ ୨୦୨୨[୨]
ରେକର୍ଡ଼ ତାରିଖ୨୦୨୨
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଟୁନା ଓ ଉନା । ସଚ୍ଚି ମହାନ୍ତି ଓ ସନ୍ତୋଷ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନନ୍ୟା ଶ୍ରୀତମ ନନ୍ଦ, କୁଳଦୀପ ପଟ୍ଟନାୟକ, ବିଶ୍ୱଜିତ ମହାପାତ୍ର, ନଭ୍ୟା ଜ୍ୟୋତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଓ ଲେଲେ" 
2."ଶୁନ୍ ଦିଲ୍‌ବରା" 
3."ସମୟ ତୁ ହେଲୁ କାହିଁ ଏଡ଼େ ନିରିଦୟ" 
4."ମୁଁ ହଜରେ ପ୍ରୀତି ଝଲସାରେ" 

ଆଧାର ସମ୍ପାଦନା

  1. ୧.୦ ୧.୧ "ବାଏ ବାଏ..." ପ୍ରମେୟ (ରବିବାର). 31 July 2022. p. 8. Archived from the original on 2 November 2022. Retrieved 2 November 2022.
  2. ୨.୦ ୨.୧ ୨.୨ "'ବାଏ ବାଏ ଦିଲ୍‌'ର ଅଡିଓ ରିଲିଜ୍‌, ଜୁଲାଇ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ". Prameya News. ଭୁବନେଶ୍ୱର. 7 July 2022. Archived from the original on 2 November 2022. Retrieved 2 November 2022.
  3. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  4. "ଅଷ୍ଟମ ଶ୍ରେଣୀରୁ ନାୟିକା ପଲ୍ଲବୀ". ପ୍ରମେୟ. ଭୁବନେଶ୍ୱର. 31 July 2022. p. 4. Archived from the original on 2 November 2022. Retrieved 2 November 2022.

ବାହାର ଆଧାର ସମ୍ପାଦନା