ବାଇଗଣ ଭରତା ଏକ ଭାରତୀୟ ଖାଦ୍ୟ ଅଟେ। ଏହା ଏକ ନିରାମିଷ ଖାଦ୍ୟ ଅଟେ । ଏହାର ମୂଳସ୍ଥାନ ପଞ୍ଜାବ ଅଟେ । ବାଇଗଣକୁ ନିଆଁରେ ପୋଡ଼ି ସାରିବା ପରେ ଚୋପା ଛଡ଼ାଇ ବାଇଗଣକୁ ଚକଟା ଯାଏ। ସେଥିରେ ସୋରିଷ ତେଲ, କଟା ପିଆଜ,କଟା ଟମାଟୋ,ଲଙ୍କା ଏବଂ ବିଭିନ୍ନ ମସଲା ପକାଇ ବାଇଗଣ ଭରତା ପ୍ରସ୍ତୁତ କରଯାଏ ।[୧]

ବାଇଗଣ ଭରତା
ସମ୍ବନ୍ଧିତ ଜାତୀୟ ଖାଦ୍ୟBangladesh, India, Pakistan
ମୁଖ୍ୟ ଉପାଦାନEggplant, with onions, tomatoes and spices

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. Jaffrey, M. – World of the East Vegetarian Cooking – Knopf (1983) ISBN 0-394-40271-5

External links ସମ୍ପାଦନା