ବସନ୍ତ କୁମାର ପଣ୍ଡା (ସାହିତ୍ୟିକ)

ବସନ୍ତ କୁମାର ପଣ୍ଡା (ଜନ୍ମ: ୧ ଅପ୍ରେଲ ୧୯୫୫) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅନୁବାଦକ ଓ ସମାଲୋଚକ । ସେ ଓଡ଼ିଆ କବିତା ସମ୍ପର୍କରେ ଅନେକ ଆଲୋଚନାତ୍ମକ ପ୍ରବନ୍ଧର ସ୍ରଷ୍ଟା ।

ବସନ୍ତ କୁମାର ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନ (1955-04-01) ୧ ଅପ୍ରେଲ ୧୯୫୫ (ବୟସ ୬୯)
ପାଲୁର, ଗଞ୍ଜାମ
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିକାବ୍ୟ ଜିଜ୍ଞାସା, ନିସର୍ଗ ନୀରାଜନା (ପ୍ରବନ୍ଧ ଓ ସମାଲୋଚନା)
ପିତାମାତାଲୋକନାଥ ପଣ୍ଡା (ପିତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ବସନ୍ତ ଗଞ୍ଜାମ ଜିଲ୍ଲାର ପାଲୁରଠାରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ । "ଓଡ଼ିଆ କବିତାରେ ପ୍ରକୃତି" ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ସେ ୧୯୯୫ରେ ବିଶ୍ୱଭାରତୀ, ଶାନ୍ତିନିକେତନରୁ ଡକ୍ଟରେଟ ପାଇଥିଲେ । ଉଚ୍ଚଶିକ୍ଷା ପରେ ସେ ଅଧ୍ୟାପନା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ସମାଲୋଚନା ଓ ଅନ୍ୟନ୍ୟ ପ୍ରବନ୍ଧ ରଚନା କରିଛନ୍ତି ।[][]

ରଚନାବଳୀ

ସମ୍ପାଦନା
  • ମହାଭାରତ କଥା (ଅନୁବାଦ)
  • ତୁଳନାତ୍ମକ ସାହିତ୍ୟ ଦେଶ ଓ ବିଶ୍ୱ
  • ନିସର୍ଗ ନୀରାଜନା[]
  • କାବ୍ୟ ଜିଜ୍ଞାସା
  • ରବୀନ୍ଦ୍ରନାଥ ଠାକୁର
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୫୯, ୮୯୨. ISBN 81-7400-331-2.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୯୪୧. ISBN 81-903352-0-0.
  3. http://library.suniv.ac.in/cgi-bin/koha/opac-detail.pl?biblionumber=4581