ବଳାଗଣ୍ଠି ଭଙ୍ଗା
ବଳାଗଣ୍ଠି ଭଙ୍ଗା କୁହାଯାଏ ଯଦି ବଳାଗଣ୍ଠିରେ ଥିବା ଏକ ବା ଏକାଧିକ ହାଡ଼ ଭାଙ୍ଗିଯାଏ । [୩] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ବ୍ରୁଇ ଘାଆ ଏବଂ ଗୋଡରେ ଚାଲିବାରେ ଅକ୍ଷମତା ରହିପାରେ । [୧] ଜଟିଳତା ମଧ୍ୟରେ ଆଣ୍ଠୁଗଣ୍ଠି ସ୍ଫ୍ରେନ, କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ, ଗତିର ପରିସର ହ୍ରାସ, ଏବଂ ମାଲୟୁନିଅନ ହୋଇପାରେ । [୧] [୪]
Ankle fracture | |
---|---|
Broken ankle[୧] | |
ବିଭାଗ | Orthopedics |
ଲକ୍ଷଣ | Pain, swelling, bruising, inability to walk[୧] |
ଆକ୍ରାନ୍ତ ସମୟ | Young males, older females[୨] |
କାରଣ | Rolling the ankle, blunt trauma[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | X-rays based on the Ottawa ankle rule[୨] |
ସଠିକ ରୋଗ ନିର୍ଣ୍ଣୟ | Rheumatoid arthritis, gout, septic arthritis, Achilles tendon rupture[୨] |
ଚିକିତ୍ସା | Splinting, casting, surgery[୧] |
ପୁନଃପୌନିକ | ~1 per 1000/year[୨] |
ଗଣ୍ଠି ଉପରେ ଅତ୍ୟଧିକ ଚାପ ପଡ଼ିଲଡ଼ ବା ମୋଡ଼ି ହୋଇଗଲେ ଏହି ଭଙ୍ଗା ହୁଏ । [୪] [୩] ପ୍ରକାର ଗୁଡ଼ିକରେ ଲାଟେରାଲ ମାଲିଓଲସ, ମିଡିଆଲ ମାଲିଓଲସ, ପୋଷ୍ଟିରିଅର ମାଲିଓଲସ, ଉଭୟ ମାଲିଓଲସ ବା ଟ୍ରାଇମାଲିଓଲାର ଭଙ୍ଗା ହୋଇପାରେ । [୧] ଓଟାୱା ନିୟମ ଅନୁସାରେ ଏକ୍ସ-ରେ ଚିତ୍ର ଅନୁଶୀଳନ କରାଯାଏ । [୨]
ସ୍ପ୍ଲିଣ୍ଟ, ପ୍ଲାସ୍ଟର, କିମ୍ବା ଅସ୍ତ୍ରୋପଚାର କରାଯାଏ । [୩] ଅନ୍ୟାନ୍ୟ ଆଘାତ ନଥିବା ଦେଖିବାକୁ ହୁଏ ଆବଶ୍ୟକ ହୋଇପାରେ ।[୪] ସାଧାରଣତ ଚାରିମାସ ମଧ୍ୟରେ ଉଲ୍ଲେଖନୀୟ ପୁନରୁଦ୍ଧାର ହୁଏ; ତଥାପି, ସଂପୂର୍ଣ୍ଣ ପୁନରୁଦ୍ଧାର ଦୁଇ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ । [୧] ୧୦୦୦ ବୟସ୍କଙ୍କ ମଧ୍ୟରୁ ପ୍ରାୟ ୧.୭ ଜଣ ଏବଂ ୧୦୦୦ ପିଲାଙ୍କ ମଧ୍ୟରୁ ଜଣକର ଏହି ଭଙ୍ଗା ହେବା ଦେଖାଯାଏ । [୫] [୨] ସେଗୁଡିକ ସାଧାରଣତଃ ଯୁବ ପୁରୁଷ ଏବଂ ବୟସ୍କା ମହିଳାମାନଙ୍କଠାରେ ଦେଖାଯାଏ । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Ankle Fractures (Broken Ankle) - OrthoInfo - AAOS". www.orthoinfo.org. Archived from the original on 20 June 2019. Retrieved 20 June 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Wire, Jessica (9 May 2019). "Ankle Fractures". StatPearls. PMID 31194464.
- ↑ ୩.୦ ୩.୧ ୩.୨ "Ankle Fractures (Broken Ankle) - OrthoInfo - AAOS". www.orthoinfo.org. Archived from the original on 20 June 2019. Retrieved 20 June 2019.
- ↑ ୪.୦ ୪.୧ ୪.୨ Wire, Jessica (9 May 2019). "Ankle Fractures". StatPearls. PMID 31194464.
- ↑ Yeung, DE; Jia, X; Miller, CA; Barker, SL (1 April 2016). "Interventions for treating ankle fractures in children". The Cochrane Database of Systematic Reviews. 4: CD010836. doi:10.1002/14651858.CD010836.pub2. PMC 7111433. PMID 27033333.