ବଡକାଠିଆ ଓଡ଼ିଶାର ଏକ ଗାଁ ଅଟେ । ଏହା ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ । ଏହି ଗାଁର ପରିବାର ସଂଖ୍ୟା ପ୍ରାୟ ୨୦୦ ହେବ ଏବଂ ଲୋକସଂଖ୍ୟା ପାଖାପଖି ୪୦୦୦ରୁ-୫୦୦୦ ହେବେ । ଏଠାର ଅଧିକାଂଶ ଲୋକଙ୍କ ଜୀବିକ ହେଉଛି ଚାଷ କିନ୍ତୁ ଏବେକାର ଯୁବପିଢିମାନେ ସହର ଆଡ଼କୁ ଅଗ୍ରସର ହେଉଛନ୍ତି । ପ୍ରାୟ ୮୦% ଲୋକ ଶିକ୍ଷିତ ।

ଶିକ୍ଷା ବ୍ୟବସ୍ଥା ସମ୍ପାଦନା

ଏଠାରେ କେବଳ ଏକ ପ୍ରାଥମିକ ବିଦ୍ୟାଳୟ ଅଛି । ତେଣୁ ଏଠାରେ ବିଦ୍ୟାର୍ଥୀମାନେ ଶିକ୍ଷା ସମାପ୍ତି ପରେ ପାଖ ଗାଁରେ (ଓଡ଼ିଶ ) ଥିବା ଉଚ୍ଚ ବିଦ୍ୟାଳୟକୁ ପଢିବାପାଇଁ ଯାନ୍ତି , ଯାହାକି ୫ କି.ମି. ଦୂର ହେବ ।

ଆକର୍ଷଣ ସମ୍ପାଦନା

ଗାଁ ମୁଣ୍ଡରେ ଏକ ବଡ଼ ପୋଖରୀ ପାଖରେ ମାଁ ମଙ୍ଗଳାଙ୍କ ଶାଳ ଅବସ୍ଥିତ । ପ୍ରତିବର୍ଷ ପଣା ସଂକ୍ରାନ୍ତି ବଡ଼ ଧୁମ୍ ଧାମ୍ରେ ମାଁ ମଙ୍ଗଳାଙ୍କ ପୂଜାର୍ଚ୍ଚନା ହୁଏ ।

ଆଧାର ସମ୍ପାଦନା