[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବଞ୍ଜର
ଭଗବାନଙ୍କ ଉପତ୍ୟକା
tirthan valley
Country India
StateHimachal Pradesh
DistrictKullu
Government
 • Typecongress
Elevation
1,356 m (4,449 ft)
Population
 (2001)
 • Total୧,୨୬୨
Official
Time zoneUTC+5:30 (IST)
PIN
175123
Telephone code01903
ଯାନବାହାନ ପଞ୍ଚୀକରଣHP-49

ବଞ୍ଜର78,  ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର କୁଲ୍ଲୂ ଜିଲ୍ଲାର ଏକ ସହର । ଏହାକୁ " ଭଗବାନଙ୍କ ଉପତ୍ୟକା " ବୋଲି କୁହାଯାଏ । ତୀର୍ଥନ ଉପତ୍ୟକା ଏହି ଅଞ୍ଚଳରେ ଅବସ୍ଥିତ । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଏହାର ଭୌଗୋଳିକ ଅବସ୍ଥିତି 31.63°N 77.35°E [୧]ଠାରେ । ଏହା ସମୁଦ୍ର ପତ୍ତନଠାରୁ 1356 ମିଟର ଉପରେ ରହିଛି । 

ଜନସଂଖ୍ୟା  ସମ୍ପାଦନା

2001 ମସିହା ଜନଗଣନା[୨] ଅନୁସାରେ ଏଠି ସହରର ଜନସଂଖ୍ୟା 1262 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 55% ହେଇଥିବା ବେଳେ ମହିଳାଙ୍କ ସଂଖ୍ୟା 45%ଥିଲା । 6 ବର୍ଷରୁ କମ ସଂଖ୍ୟା 8% ଥିଲା । ଏଠାରେ ସାକ୍ଷ୍ୟରତା ହାର 84% ଥିଲା , ଯାହା ଜାତୀୟ ସାକ୍ଷ୍ୟରତା ହାରଠାରୁ ଅଧିକ ଥିଲା । ପୁରୁଷଙ୍କ ମଧ୍ୟରେ ସାକ୍ଷ୍ୟରତା ହାର89   % ହେଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ତାହା 78% ଥିଲା ।  

ଆଧାର  ସମ୍ପାଦନା

  1. Falling Rain Genomics, Inc - Banjar
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.